Browsing Tag

#india

ରାଜ୍ୟରେ ବଢ଼ଚାଲିଛି ଖରାର ପ୍ରକୋପ

କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ । ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି…

ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ- କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ଶୁଭ ଦିନ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର କୃତିତ୍ୱ ପାଇଁ ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବୃଷ- ଆର୍ଥିକ ଦିଗଟି ଖୁବ୍ ଭଲ ରହିବ ଏବଂ ଅପ୍ରତ୍ୟାଶିତ ଭାବେ ଧନ ଲାଭ ହେବ। ଶିକ୍ଷା…

୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ଉଭୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ଵ ଦେଉଛନ୍ତି । ୨୦୧୫ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ଘଟିଥିବାରୁ ଚଳିତ ବର୍ଷ ଯେଭଳି ଏହାର ପୁନରାବୃତ୍ତି ନହୁଏ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି ।…

ଇରାନ ରାଷ୍ଟ୍ରପତି ଡ. ମସୁଦ ପେଜେଶ୍‌କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ ,ଭିଡରେ ବୁଲି…

ପୂର୍ବତନ ସୁପ୍ରିମ ଲିଡର ଅୟାତୋଲା ଅଲି ଖେମେନିଙ୍କ ହତ୍ୟା ପରେ ମଧ୍ୟ ଇରାନ ରାଷ୍ଟ୍ରପତି ଡ. ମସୁଦ ପେଜେଶ୍‌କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ। ଏହାର ପ୍ରମାଣ ଶୁକ୍ରବାର ଫର୍ଡୋସୀ ସ୍କୋୟାରରେ ଦେଖିବାକୁ ମିଳିଛି, ଯେଉଁଠି ତାଙ୍କୁ ପ୍ରଦର୍ଶନକାରୀଙ୍କ ଗହଣରେ…

ଓଡ଼ିଶାରେ ୫୧୮୨ଟି ମୋବାଇଲ୍‌ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା

ଆଜିର ଡିଜିଟାଲ ଦୁନିଆରେ  ମୋବାଇଲ ଏକ ଅତ୍ୟାବଶ୍ୟକ ‌ସେବାରେ ପରିଣତ ହୋଇଥିଲେ ମଧ୍ୟ ରାଜ୍ୟରେ ଏଭଳି ଅନେକ ଗାଁ ରହିଛି, ଯେଉଁଠାରେ ମୋବାଇଲ୍‌ ସେବା ସ୍ବପ୍ନ ହୋଇରହିଛି।‌ ଟେଲିକମ୍‌ ବିଭାଗ ତଥ୍ୟ ଅନୁସାରେ ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍‌ ସେବା ପହଞ୍ଚିପାରିନାହିଁ। ଅପହଞ୍ଚ…

ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା

ଆସନ୍ତା ଶିକ୍ଷା ବର୍ଷରୁ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଶାରୀରିକ ଶିକ୍ଷା ଦିଆଯିବ । ଏବେ ଡିଜିଟାଲ୍ କ୍ଲାସରୁମ୍‌ରେ …

‘ରାଜନୀତି’ ଫିଲ୍ମର ପାର୍ଟ ୨ ବିଷୟରେ ଏକ ବଡ଼ ଖୁଲାସା କଲେ ଚଳଚ୍ଚିତ୍ର ନିର୍ମାତା ପ୍ରକାଶ ଝା

ସାଉଥ୍ ନୁହେଁ, ବଲିଉଡ୍ ମଧ୍ୟ ଆଗାମୀ କିଛି ଫିଲ୍ମ ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତି କରୁଛି। ଏଥିରେ ନୂଆ ଫିଲ୍ମ ଏବଂ ସିକ୍ୱେଲ୍ ଉଭୟ ଅନ୍ତର୍ଭୁକ୍ତ। ଅନେକ କଲ୍ଟ ଏବଂ କ୍ଲାସିକ୍ ଫିଲ୍ମର ପାର୍ଟ-୨ ଅପେକ୍ଷାରେ ଅଛି। କିଛି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ଏବଂ ରିଲିଜ୍ ତାରିଖ ପ୍ରକାଶ…

ରେଳଓ୍ବ କିଚେନରେ ହେବ ‘ଇଣ୍ଡକ୍ସନ କୁକିଂ ଆସିଲା ନିର୍ଦ୍ଦେଶ

ଇରାନ- ଇସ୍ରାଏଲ ଯୁଦ୍ଧର ଭୟାବହତା ସାରା ବିଶ୍ୱରେ ଅନୁଭୂତ ହେଉଛି। ଭାରତରେ ବିଶେଷ କରି ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଦେଶର ଅନେକ ବଡ଼ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ଅଭାବ ଦେଖିବାକୁ ମିଳୁଛି। ଚେନ୍ନାଇ କୋଲକାତା ଏବଂ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ୟାସ ଯୋଗାଣ ସଙ୍କଟ…

ପାକିସ୍ତାନୀ ଖେଳାଳିଙ୍କୁ ସନରାଇଜର୍ସ ଲିଡ୍ସ କିଣିବା ପରେ ବିସିସିଆଇ ଦେଲେ ଏହି ବୟାନ

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପ୍ରସଙ୍ଗରେ ଆମର କିଛି କରିବାର ନାହିଁ ବୋଲି କହିଲେ ରାଜୀବ ଶୁକ୍ଲା । ସନରାଇଜର୍ସ ଓ ପାକିସ୍ତାନୀ ଖେଳାଳି ବିବାଦରେ ବିସିସିଆଇର ବଡ଼ ବୟାନ । ଆଇପିଏଲ୍ ନୁହେଁ, ଏହା ବିଦେଶୀ ଲିଗ୍ ବୋଲି କହିଛନ୍ତି ରାଜୀବ ଶୁକ୍ଲା । ଇଂଲଣ୍ଡର ‘ଦି ହଣ୍ଡ୍ରେଡ୍’…

ତାପମାତ୍ରା ୪୦ ଡିଗ୍ରୀ ଟପିବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଆସନ୍ତା ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।ଗୁରୁବାର ରାଜ୍ୟର…