Browsing Tag

#india

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟ ଏବଂ ଆର୍ଥିକ ଲାଭରେ ଆପଣଙ୍କୁ ସଫଳତା ମିଳିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ ମନ ଅଶାନ୍ତ ରହିପାରେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ ହେବ । ପ୍ରିୟଜନଙ୍କ ସହିତ ମତଭେଦ ସମ୍ଭବ । କୋର୍ଟ ମାମଲାରେ…

ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍

ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ହୋଇଛି ।…

ସରିଛି ରାଜ୍ୟସଭା ନିର୍ବାଚନ, ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି

ସରିଛି ରାଜ୍ୟସଭା ନିର୍ବାଚନ। ଆସିଛି ଫଳାଫଳ। ଯାହା ଆଶା କରାଯାଉଥଲା… ସେୟା ହିଁ ଘଟିଲା। ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଚତୁର୍ଥ…

ରୁଷକୁ ଏୟାରଲିଫ୍ଟ ହେଲେ ମୋଜତାବା ଖାମେନି ,ରାଷ୍ଟ୍ରପତି ଭବନ ପରିସରରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କର…

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଦାୟିତ୍ବ ଗ୍ରହଣ କରିଥିଲେ । କିନ୍ତୁ ପରେ ରିପୋର୍ଟ ଆସିଲା ଯେ, ଖାମେନିଙ୍କ ଉପରେ ହୋଇଥିବା ଆକ୍ରମଣରେ ମୋଜତାବା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା ଏବଂ ସେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ : ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ ବିଧାୟିକା କ୍ରସ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଆଶାଠୁ ଢେର ଅଧିକ ହେଲା କ୍ରସ ଭୋଟିଂ। ବୋଧହୁଏ ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଏମିତି କ୍ରସ ଭୋଟିଂ କେବେ ହୋଇ ନ ଥିବ। ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ…

ଓସ୍କାର ରେଡ୍ କାର୍ପେଟରେ ଈଶା ଅମ୍ବାନୀ, ଭିଣ୍ଟେଜ୍ ଗାଉନ୍ ପିନ୍ଧି ଆଲୋଚନାର ବିଷୟ ପାଲଟିଛି

ଭାରତୀୟ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ । ମାର୍ଚ୍ଚ ୧୫ ତାରିଖରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୮ତମ ଏକାଡେମୀ ପୁରସ୍କାର ଓସ୍କାର ୨୦୨୬ର ରେଡ୍ କାର୍ପେଟରେ ଏକ ଚମତ୍କାର ଉପସ୍ଥିତି ଦେଖାଇଛନ୍ତି। ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି ,୩୩.୫ ପ୍ରତିଶତ କମିଲା ଅନ୍ତର୍ଜାତୀୟ ଉଡ଼ାଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି। ଫେବ୍ରୁଆରି ୨୮ ତାରିଖରେ ହଠାତ୍‌ ଯୁଦ୍ଧ ଆରମ୍ଭ ହେବା କାରଣରୁ ସେଠାକାର ଅନେକ ଦେଶରେ ଆକାଶମାର୍ଗ ବନ୍ଦ ହୋଇଯାଇଥିଲା। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ବିମାନ ଇନ୍ଧନ ବି ମହଙ୍ଗା…

ନିର୍ବାଚନ ପାଇଁ ଘୁଞ୍ଚି ପାରେ ଆଇପିଏଲ

ବିସିସିଆଇ ଆଇପିଏଲ ପାଇଁ ଖେଳସୂଚୀ ଜାରି କରିଛି । ନିର୍ବାଚନକୁ ନଜରରେ ରଖି ଏପ୍ରିଲ୧୨ତାରିଖ ଯାଏଁ ବିସିସିଆଇ ଖେଳସୂଚୀରେ ବିଭିନ୍ନ ମ୍ୟାଚ୍ ରହିଛି । ଯେଉଁଥିରେ୨୦ଟି ମୁକାବିଲା ଖେଳାଯିବ । ତେବେ ରବିବାର୪ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ…

ଶେଷ ବିଦାୟ ନେଲା ହରିଶ ରାଣା ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସର୍ବସ୍ଵ ହରାଇଲେ , ଶେଷରେ ପୁଅର ମୃତ୍ୟୁ ମାଗିଲେ। ୧୩ ବର୍ଷ ହେବ କୋମା ଅବସ୍ଥାରେ ରହିବା ପରେ ବିକ୍ରି ହୋଇଗଲା ପୈତୃକ ସମ୍ପତ୍ତି ଓ ଘର। ହରିଶ ରାଣାଙ୍କ ପରିବାରର ଏହି ସଂଘର୍ଷ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଜୀବନ ଯେ କେତେବେଳେ କେଉଁ ମୋଡରେ ଆଣି ଛିଡା କରିଦେବ, ତାହା କେହି…

ରାଜ୍ୟସଭା ନିର୍ବାଚନ: ବିଜେଡି ଶିବିରରେ କ୍ରସ୍ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟିକା…

ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଜନୈତିକ ମହଲରେ ବଡ଼ ବିସ୍ଫୋରଣ ଘଟିଛି। ବିଜେଡି ଶିବିରରେ କ୍ରସ୍ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ବଢ଼ିଛି ବିଜେଡି ବିଧାୟକ ସୌଭିକ…