Browsing Tag

#india

ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଭିତରେ ବଡ଼ ଅଭିଯୋଗ ଆଣିଛି ବିରୋଧୀ ଦଳ । ବିଧାୟିକା ଉପାସନାଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତାଙ୍କ ନବୀନ ପଟ୍ଟନାୟକଙ୍କ ଅଭିଯୋଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା…

ଏସସିବି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ତ,ଅଗ୍ନିକାଣ୍ତରେ ୧୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ

କଟକ ଏସସିବି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ଏହି ଅଗ୍ନିକାଣ୍ତରେ ୧୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଛି ।  ତେବେ ଏପରି ଭୟାବହ ଆଗ୍ନିକାଣ୍ତର କାରଣ ଅସ୍ପଷ୍ଟ ଥିବାବେଳେ, ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଛି । ମୁଖ୍ୟମନ୍ତ୍ରୀ ଏପରି  ଘଟିଥିବା…

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ,ଅଗ୍ନିକାଣ୍ଡରେ ୧୦ ରୋଗୀ ମୃତ

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ…

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ,ଅପହରାହ୍ଣ ୫ଟାରେ ଭୋଟ ଗଣତି

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ। ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଆରମ୍ଭ ହୋଇଛି । ପ୍ରଥମ ଭୋଟ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ । ୪ ଆସନ…

କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ କାମରେ ଥିବା ବାଧା ଦୂର ହେବ ଏବଂ ପ୍ରଗତି ପାଇଁ ପଥ ମିଳିପାରିବ । ସହଯୋଗ ମାଧ୍ୟମରେ ସଫଳତା ହାସଲ କରିବାର ପ୍ରୟାସ ସଫଳ ହେବ । କାର୍ଯ୍ୟରେ ପ୍ରଗତିରେ ଆପଣ ବାଧା ଅନୁଭବ କରିବେ । ବିରୋଧୀମାନେ ସକ୍ରିୟ ହେବାର ସମ୍ଭାବନା ଅଛି । ଶୁଭ କାର୍ଯ୍ୟରେ ବାଧା ଏବଂ ପରିବାରର ବଡ଼ମାନଙ୍କ…

ମୃତ୍ୟୁକୁ ନେଇ ଗୁଜବ ଅନଲାଇନ୍‌ରେ ଝଡ଼ ସୃଷ୍ଟି କରିଥିବାବେଳେ ନୂଆ ଭିଡ଼ିଓ ଜାରି କଲେ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ମୃତ୍ୟୁକୁ ନେଇ ଗୁଜବ ଅନଲାଇନ୍‌ରେ ଝଡ଼ ସୃଷ୍ଟି କରିଥିବାବେଳେ ସେ ନିଜେ ଏକ ଭିଡିଓ ଜାରି କରି ଏହାର ସିଧାସଳଖ ଜବାବ ରଖିଛନ୍ତି। ଇରାନ ଆକ୍ରମଣରେ ନେତାନ୍ୟାହୁଙ୍କ ମୃତ୍ୟୁ ହୋଇଥିବା ମାର୍ଚ୍ଚ ୧୩ରେ ଇସ୍ରାଏଲ ପକ୍ଷରୁ ଜାରି ତାଙ୍କର ଏକ…

ଦାଶରଥୀ ଗମାଙ୍ଗ ପାଇଁ ଜାରି ହେଲା ନୂଆ ଡେଡ୍ଲାଇନ୍,ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ରାଜ୍ୟସଭା ନିର୍ବାଚନ ଆସନ୍ତାକାଲି ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା । ଏପରିକି ଏହି ମିଶନରେ…

ରାପର୍ ବାଦଶାହଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

ବଲିଉଡରେ ଲୋକପ୍ରିୟ ଗାୟକ ଓ ରାପର୍ ବାଦଶାହଙ୍କୁ ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ହତ୍ୟା ଧମକ ଦେଇଛି । ଶନିବାର ପାନିପତରେ ହୋଇଥିବା ଏକ ଗୁଳିକାଣ୍ଡ ମାମଲାରେ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛି । ରନ୍ଦୀପ ମାଲିକ ଅନିଲ…

ମୋହନା ବିଧାୟକ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ସୋ’ କଜ୍ ନୋଟିସ୍ ଜାରି କଲା ପିସିସି ଶୃଙ୍ଖଳା କମିଟି,ସନ୍ଧ୍ୟା ସୁଦ୍ଧା…

ମୋହନା ବିଧାୟକ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ । ସୋ’ କଜ୍ ନୋଟିସ୍ ଜାରି କଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଛି । ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।…

ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ,ନିର୍ଦ୍ଦେଶନାମା ଜାରି କଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଏ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ…