ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ,କୃତଜ୍ଞତା ଜଣାଇବାର ଦିନ
ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ ବା ‘ମେ ଡେ’ । ଆଜିର ଦିନଟି ସେହି ଅଗଣିତ ଶ୍ରମିକ ଓ କର୍ମଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନଙ୍କ କଠିନ ପରିଶ୍ରମ ଉପରେ ଏହି ଦୁନିଆର ଅର୍ଥବ୍ୟବସ୍ଥା ଓ ପ୍ରଗତି ତିଷ୍ଠି ରହିଛି । ଶୋଷଣ ବିରୋଧରେ ସଂଗ୍ରାମ ଏବଂ ଅଧିକାର…