ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ଓଡ଼ିଶା ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ। ମଞ୍ଚ ଉପରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଟାର୍ଗେଟ। ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇଙ୍କ ଅର୍ଥାତ ନବୀନ ବାବୁଙ୍କ…