ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି,ପୁଣିଥରେ ସୁନା ଓ ରୁପା ଦର କମିଯାଇଛି
ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖା ଦେଇଛି। ଏପଟେ ଆକ୍ରମ ହେବା ମାତ୍ରେ ପୁଣିଥରେ ସୁନା ଓ ରୁପା ଦର କମିଯାଇଛି। ମଙ୍ଗଳବାର (ମେ ୫ ତାରିଖ) ସୁନା ଏବଂ ରୁପା ଦର ହ୍ରାସ ପାଇଛି।
ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)…