କେଶ ର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପେଜ
ଭାତ ଖାଇବାକୁ ଯେତିକି ଭଲ ଲାଗିଥାଏ ତାଠାରୁ ଅଧିକ ଭଲ ଲାଗେ ପଖାଳ ଭାତର ତୋରାଣି । ଖାସ୍ କରି ଖରାଦିନେ ପଖାଳ ଖାଇ ତାର ତୋରାଣି ପିଇଲେ ଆତ୍ମା ଶାନ୍ତି ହୋଇଯାଏ । ପଖାଳ ଭାତ ର ତୋରାଣି ମଧ୍ୟ ଘରେ ଘରେ ବେଶ ପରିଚିତ । ଆପଣ ଭାତ ରାନ୍ଧିଲା ପରେ ତା ପେଜ କୁ ଫୋପାଡ଼ି ଦେଉଥିବେ ନିଶ୍ଚୟ ହେଲେ,…