ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ
ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ। ମୁମ୍ବାଇରେ ଥିବା ଇରାନ ଦୂତାବାସ ପକ୍ଷରୁ ଏହାର ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି। ଇରାନ ସରକାରୀ ମିଡିଆ ମଧ୍ୟ ଏହି ଭିଡିଓକୁ ପ୍ରସାରଣ କରିଛି।
ଭିଡିଓରେ ଇରାନର ଏରୋସ୍ପେସ୍ ଫୋର୍ସର ଯବାନ ଏକ ନୀଳ ରଙ୍ଗର…