ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁପିଏସସି କୋଚିଂ ଯୋଗେଇ ଦେବ ଉଚ୍ଚ ଶିକ୍ଷା ବିଭାଗ,ଜୁନ୍ ୨୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା
ଦେୟମୁକ୍ତ UPSC ସିଭିଲ୍ ସର୍ଭିସ୍ ରେସିଡେନ୍ସିଆଲ୍ କୋଚିଂ ପାଇଁ ନୋଟିସ୍ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ ଆହ୍ବାନ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା UPSC କୋଚିଂ । ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁପିଏସସି କୋଚିଂ ଯୋଗେଇ ଦେବ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ମାଗଣା ୟୁପିଏସସି କୋଚିଂ । ଜୁନ୍ ୨୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା । ୧୯ ତାରିଖରୁ ସାମ୍ସ ପୋର୍ଟାଲରେ କରିବାକୁ ପଡ଼ିବ ଆବେଦନ।