ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ ମାନବ ସ୍ବାସ୍ଥ୍ୟ ଉପରେ ନିୟମିତ ଖାଦ୍ୟର ସକାରାମତ୍କ ପ୍ରଭାବ ଆକଳନ କରିବାକୁ ଯାଇ…

ରାଷ୍ଟ୍ରପତି ହୋଇପାରନ୍ତି କମଲା ହାରିସ୍‌

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ପଦରୁ ଓହରିବା ନେଇ ଚାପ ବଢ଼ିବାରେ ଲାଗିଥିବାବେଳେ ତାଙ୍କର ଏହି ମନ୍ତବ୍ୟ…

ଚାକିରି ପାଇଁ ଦଳାଚକଟା ଭଳି ସ୍ଥିତି

ବିମାନବନ୍ଦର ଲୋଡର ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ୨,୨୧୬ଟି ପଦବୀ ପାଇଁ ୨୫,୦୦୦ରୁ ଅଧିକ ଆବେଦନକାରୀ ଆସିଥିଲେ ଏବଂ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିମିଟେଡର କର୍ମଚାରୀମାନଙ୍କୁ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ…

ଆସିଲା ଓପୋର ନୂଆ ରେନୋ ୧୨ ସିରିଜ

ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଫୋନ୍‌ଗୁଡ଼ିକର ଉପଲବ୍ଧତାକୁ ତ୍ୱରାନ୍ବିତ କରିବା ପାଇଁ ବ୍ରାଣ୍ଡ୍‌ର ଏହା ପ୍ରଥମ…

ଆଜିଠୁ ଏସସିବି ମେଡିକାଲରେ ସ୍ୱାଭାବିକ ହେବ ରୋଗୀ ସେବା

ତୁଟିଲା କଟକ ବଡ଼ ମେଡିକାଲର ନର୍ସିଂ ଅଫିସର ଏବଂ ହାଉସଙ୍କ ସର୍ଜନ ମଧ୍ୟରେ ବିବାଦ । ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ନେଇ ବୈଠକ ବସିଥିଲା । ଯେଉଁଥିରେ ତଦନ୍ତ କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,  ଆନ୍ଦୋଳନ…

ରାଜ୍ୟରେ ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ରାଜ୍ୟରେ ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଛାତ୍ର ସଙ୍ଗଠନଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବି ଏଥିପାଇଁ ପାଗ ଭିଡିଲାଣି । ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାୟ ୭୦ ପ୍ରତିଶତ କଲେଜରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ…

କ୍ରିକେଟର୍‌ଙ୍କୁ ଗୁଳି କରି ହତ୍ୟା

ଶ୍ରୀଲଙ୍କା ୧୯ବର୍ଷରୁ କମ୍ ଦଳର ପୂର୍ବତନ ଅଧିନାୟକ ଧମିକା ନିରୋସ୍ନାଙ୍କୁ ଜଣେ ଅଜ୍ଞ‌ାତ ବନ୍ଧୁକଧାରୀ ତାଙ୍କ ଘର ଆଗରେ ଗୁଳିକରି ହତ୍ୟା କରିଛି। ୪୧ ବର୍ଷୀୟ ନିରୋସ୍ନାଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ନୃଶଂସ ଭାବେ ହତ୍ୟା କରାଯାଇଛି ତାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ…

ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ । ଛାଚି, ସର, କଦଳୀ,…

ଆଜିର ରାଶିଫଳ

ମେଷ: ପାରିବାରିକ ସୁଖ ବୃଦ୍ଧି ହେବ। ପଡ଼ୋଶୀ ଆପଣଙ୍କ ସହିତ ଲାଗି ରହିଥିବା ମନାନ୍ତର ପାସୋରି ବନ୍ଧୁତାର ହାଇ ବଢ଼ାଇବେ। ବେପାରରେ ଆର୍ଥିକ ଲାଭ ହେବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ। ‌ ବୃଷ: ଆପଣଙ୍କ ସହିତ ସବୁ ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀ ସହିତ କୌଣସି କଥାକୁ…

ଦକ୍ଷିଣ ଆଫ୍ରିକାରେ ବରଫ ଝଡ!

ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଜୋହାନ୍ସବର୍ଗରେ ସୋମବାର ଦିନ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଝଡ ଦେଖିବା ପାଇଁ ମିଳିଥିଲା । ଏବଂ ଏତେ ବର୍ଷର ବ୍ୟବଧାନ ପରେ ବରଫ ଝଡ ଦେଖି ଆଫ୍ରିକାର ଲୋକମାନେ ଉତ୍ସାହିତ ହୋଇପଡିଥିଲେ ।ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶେଷଥର ବରଫ ଝଡ ୨୦୧୨ ମସିହାରେ…