ଅରିନ୍ଦମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଅତିରିକ୍ତ ସଚିବ ନିଯୁକ୍ତି ପାଇଛନ୍ତି । କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ…

ଆଜିଠାରୁ ବଢ଼ିବ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ‌ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ର‌ାୟଗଡ଼ା, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖରେ…

ଆଜି ଖୋଲିବ ଭିତର ରତ୍ନଭଣ୍ଡାର

ଆଜି ପୁଣିଥରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ସ୍ଥିତି ଅନୁଧ୍ୟାନ ପାଇଁ ୧୧ଜଣିଆ ପ୍ରତିନିଧି ଦଳଙ୍କୁ ବଛାଯାଇଛି। ସକାଳ ୯ଟା ୧୫ରୁ ୧୨ଟା ୧୫ ଶୁଭମୁହୂର୍ତ୍ତ ଥିବାରୁ ଏହି ସମୟ ଭିତରେ…

ସୁନାରେ ସଜେଇ ହେଲେ ଶ୍ରୀଜିଉ

ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ଏହି ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଏହି ସୁନାବେଶ ଦେଖିବାର ସୌଭାଗ୍ୟ ଲାଭ କରିପାରିବେ ବୋଲି…

୬ଟି ଦେଶକୁ ମିଳିଲା ଆଇସିସି ଆୱାର୍ଡ

ଗତ ଏକ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ୬ଟି ବିକାଶ ଅଭିମୁଖୀ ଦେଶକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ ମେକ୍ସିକୋ ମଧ୍ୟ ସାମିଲ ରହିଛି, ଯାହାକୁ ନିଜର ଫୁଟବଲ ଟୀମ ପାଇଁ ଅଧିକ ପରିଚୟ ମିଳିଛି ଏବଂ ଏହି ଦେଶ କ୍ରିକେଟ ଖେଳରେ ମଧ୍ୟ ପରିଚୟ…

ବୁଧବାର ଜପ କରନ୍ତୁ ଏହି ମନ୍ତ୍ର , ଦୂର ହେବ ସବୁ ଗ୍ରହଦୋଷ

ଭଗବାନ ଗଣେଷଙ୍କୁ ବିଘ୍ନକର୍ତ୍ତା କୁହାଯାଏ। ସବୁ ଦେବାଦେବୀଙ୍କଠାରୁ ପ୍ରାରମ୍ଭରେ ଗଜାନନଙ୍କୁ ପୂଜା କରାଯାଏ। ​‌ଯେ କୌଣସି ବି ଶୁଭ କାର୍ଯ୍ୟରେ ଗଣେଷଙ୍କୁ ପ୍ରଥମେ ପୂଜା କରାଯିବାର ବିଧି ରହିଛି। ବୁଧବାର ଦିନକୁ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ଲାଗି ସବୁଠୁ ଶୁଭ ଦିନ ବୋଲି ଗଣନା କରାଯାଏ।…

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ସରକାରୀ ଚାକିରିରେ ଅଗ୍ନିବୀର କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସଇନି ଘୋଷଣା କରିଛନ୍ତି। ଗ୍ରୁପ ସିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ବିନା ସୁଧରେ ଉପଲବ୍ଧ ହେବ।ହରିୟାଣାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବାକୁ…

ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ

ବିଧାନସଭାର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକଙ୍କ…

ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା

ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ…

ଓଡିଶା ଆସିବେ ଜେପି ନଡ୍ଡା

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡିଶା ଗସ୍ତରେ ଆସି ସେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଅଛି । ଏହି ବୈଠକରେ…