ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାର କରି ଅଧିକ ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ…

ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି

କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ପରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ବିହାରରେ ସରକାରରେ ଥିବା ଜେଡିୟୁ ଓ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ଟିଡିପି ଏନଡିର ସହଯୋଗୀଦଳ ହୋଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି…

ଜୋ ବାଇଡେନ କରୋନା ସଂକ୍ରମିତ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମିତ ହୋଇଛନ୍ତି। ହ୍ବାଇଟ ହାଉସର ପ୍ରେସ୍ ସଚିବ କୈରିନ୍ ଜିନ ପିୟରେ ଏହି ସୂଚନା ଦେଇଛନ୍ତି। ବାସ୍ତବରେ, ଲାସ୍ ଭେଗାସ୍‌ରେ ୟୁନିଡୋସ୍ ସମ୍ମିଳନୀରେ ତାଙ୍କ ଭାଷଣ ପୂର୍ବରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟରେ ଜୋ ବିଡେନ…

ବାପା- ମା ହେଲେ ବଲିଉଡ଼ର ଏହି ଷ୍ଟାର ଦମ୍ପତ୍ତି

ବଲିଉଡ କପଲ ରୁଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ ରହି ଆସୁଥିଲେ। ଏଥି ସହିତ, ବର୍ତ୍ତମାନ ସେ ତାଙ୍କ ଘରେ ଜଣେ ନୂତନ ଅତିଥିଙ୍କ ଆଗମନ ବିଷୟରେ ଏକ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ନିକଟରେ ଏକ ମ୍ୟାଟରନିଟି…

ଏଣିକି ସମାନ ମୂଲ୍ୟରେ କ୍ରୟ କରିବେ ସୁନା

ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ ପୁରା ଦେଶରେ ସୁନା ଦର ଏକସମାନ ହୋଇଯିବ। ଅର୍ଥାତ ତୁମେ ସୁନା ଦିଲ୍ଲୀରେ କିଣ ନଚେତ ଡେରାଡୁନରେ କିଣ,…

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି

ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଚାଲୁ ରହିବ ଆହାର ଯୋଜନା

ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି…

ବିଜେପି ବଦଳାଉଛି ରଣନୀତି?

ଲୋକସଭା ନିର୍ବାଚନରେ ଯଦିଓ ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା, ତଥାପି ଭାଜପାକୁ ଲାଗିଥିଲା ଏକ ବଡ଼ ଝଟକା । ବହୁମତ ଠାରୁ ବହୁ ପଛରେ ରହିଯାଇଥିଲା ଭାଜପା । ବିଜେପି ଏକାକୀ ୨୪୦ଟି ଆସନରେ ଜିତିବା ସହ ଜେଡିୟୁ ଓ ଟିଡିପି ସହଯୋଗରେ କେନ୍ଦ୍ରରେ ସରକାର ଗଠନ କରିବାକୁ…

ବନ୍ୟା ଘେରରେ ଚୀନ ସହର

ଗତ ୨୪ ଘଣ୍ଟାରେ ଗୋଟିଏ ବର୍ଷର ବର୍ଷା ହୋଇ ୩୧ଟି ନଦୀ ଜଳରେ ପରିପୂର୍ଣ୍ଣ ହୋଇଯାଇଛି । ଖରାପ ମୌସୁମୀକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ସବୁଠାରୁ ଅଧିକ ଅସୁବିଧା ମଧ୍ୟ ଚୀନର ହେନାନ ସୀମାରେ ଘଟିଛି । ଅଚାନକ ଆସିଥିବା ବନ୍ୟା ଅସୁବିଧା ସୃଷ୍ଟି କରିଛି । ପାଣିପାଗ ବିଭାଗ…

ଘରେ ଗଙ୍ଗାଜଳ ରଖୁଥିଲେ

ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ…