ଯୁକ୍ତ ଦୁଇ ପାଇଁ ପ୍ରଥମ କଟ ଅଫ ମାର୍କ ପ୍ରକାଶ

ଯୁକ୍ତ ଦୁଇ ୨୦୨୪ - ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର…

ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ, ହିଂସାରେ ଗଲାଣି ୧୦୫ରୁ ଅଧିକ ଜୀବନ

ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ, ହିଂସାରେ ଗଲାଣି ୧୦୫ରୁ ଅଧିକ ଜୀବନ। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ସାରା ଦେଶରେ ଲାଗୁ ହୋଇଛି କର୍ଫ୍ୟୁ। ଏଭଳି ସ୍ଥିତିରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ…

ଆତଙ୍କବାଦୀଙ୍କ ପାଖରୁ ମିଳିଲା ରାଇଫଲ

ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି । ଯବାନମାନଙ୍କ ଦ୍ୱାରା ଆତଙ୍କବାଦୀମାନଙ୍କ ପାଖରୁ ଅଷ୍ଟ୍ରିଆରେ ତିଆରି ହୋଇଥିବା ଷ୍ଟେୟର ଏୟୁସି…

ଶଙ୍ଖ ଭବନ’ର ହେବ ତଦନ୍ତ

ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଅଭିଯୋଗ ଅନୁସାରେ, ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ନିର୍ମାଣ ହୋଇଛି ଶଙ୍ଖ ଭଵନ। ରାଜଧାନୀ ଛାତି ଉପରେ ବେଆଇନ ଭାବେ ନିର୍ମାଣ ହୋଇଛି…

ସାରା ବିଶ୍ବରେ ଅନଲାଇନ୍ ସେବା ପ୍ରଭାବିତ

ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ରହିଛି। ଫଳରେ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଛି। ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ…

ବଦଳିଲା ବିଜୁ କ୍ରୀଡ଼ା ପୁରସ୍କାରର ନାଁ

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ।ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ…

ରାଜ୍ୟରେ ହଟିବ ଝୁମ୍ପୁଡ଼ି ଘର

୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା ବିଶ୍ୱ । ଆଧୁନିକ ଓ ବିକଶିତ ଓଡ଼ିଶା ପାଇଁ ଶପଥ ନିଆଯାଇଛି । ଓଡ଼ିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଯିବ । ବିଜେପି ସରକାର ଲୋକଙ୍କ ସରକାର ହେବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବେ । ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ଗୁରୁତ୍ୱ…

ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିଥିାନ୍ତି। ତେବେ ଜାଣନ୍ତୁ କିପରି କରିବେ ପୁଦିନାର ବ୍ୟବହାର। – ପୁଦିନା ଓ ଅଦା ରସ ସହିତ ମହୁ ମିଶାଇ ଖାଇଲେ କାଶ ଭଲ ହୋଇଥାଏ। – ପୁଦିନା ପତ୍ରକୁ ଖାଲି କିମ୍ବା…

ନିଟ ୟୁଜି ଫଳାଫଳ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଶନିବାର ଜୁଲାଇ ୨୦ରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଫର ଅଣ୍ଡର ଗ୍ରାଜୁଏଟ (NEET UG) ୨୦୨୪ପାଇଁ କେନ୍ଦ୍ର ଏବଂ ସହରର ଅନୁଯାୟୀ ଫଳାଫଳ ଘୋଷଣା କରିଛି। ଜୁଲାଇ ୧୮ରେ, ସୁପ୍ରିମକୋର୍ଟ ଏନଟିଏକୁ ନିଟ ୟୁଜି ୨୦୨୪ ଫଳାଫଳକୁ ସହର ଏବଂ…

ଜିଓ ଆଣିଲା ଖୁସି ଖବର

ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ ଯୋଜନା କରୁଛି । ବର୍ତ୍ତମାନ ଜିଓ ଏହାର ୪୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଉପହାର ଆଣିଛି । ଗ୍ରାହକଙ୍କ ଖୁସି ପାଇଁ ଜିଓ ଏକ ଶସ୍ତା…