ନୂଆ ସରକାରରେ ଆଡଭୋକେଟ ଜେନେରାଲ ହେଲେ ପୀତାମ୍ବର ଆଚାର୍ଯ୍ୟ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ମିଳିଛି  । ନୂଆ ସରକାରେ ଆଡଭୋକେଟ ଜେନେରାଲ  ହୋଇଛନ୍ତି  ପୀତାମ୍ବର ଆଚାର୍ଯ୍ୟ । ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି । ଏଜି ଭାବେ ନିଯୁକ୍ତି କଲେ ରାଜ୍ୟପାଳ । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଅମୃତଭଣ୍ଡା ପତ୍ରରେ କି କି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଏବଂ ଏହାକୁ କିପରି ସେବନ କରିବେ, ଜାଣନ୍ତୁ.

ଅମୃତଭଣ୍ଡାର ନାଁ ଯେପରି, ଏ ଫଳଟି ମଧ୍ୟ ସେପରି। କଞ୍ଚା ହେଉ କି ପାଚିଲା ଅମୃତଭଣ୍ଡା, ସବୁଥିରେ ଭରି ରହିଛି ସ୍ୱାସ୍ଥ୍ୟ ଉପକାରୀ ଗୁଣ। ଅମୃତଭଣ୍ଡାର ଉପକାରିତା ବିଷୟରେ ପ୍ରାୟ ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ, ହେଲେ ଏହାର ପତ୍ରର ଉପକାରୀ ଗୁଣ ବାବଦରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ…

ସକାଳୁ ଏହି ସବୁ ଜିନିଷ ଯାହାକୁ ଦେଖିଲେ ମାଡ଼ି ଆସିବ ବିପଦ

ସକାଳୁ ଆଖି ଖୋଲିଲେ ଆପଣ ଏପରି କିଛି ଜିନିଷ ଦେଖନ୍ତୁ ନାହିଁ ଯାହାକି ଆପଣଙ୍କ ପାଇଁ ବିପଦକୁ ଡାକି ଆଣିବ । ଏହାଦ୍ୱାରା ଆପଣଙ୍କ ଦିନ ଖରାପ ହେବା ସହ ଏହା ଆପଣଙ୍କୁ ତଳିତଳାନ୍ତ କରିଦେବାର ପୂର୍ବ ସୂଚନା ବୋଲି ଧରି ନିଅନ୍ତୁ। ଜାଣି ରଖନ୍ତୁ କ’ଣ ଏହି ସବୁ ଜିନିଷ ଯାହାକୁ ଦେଖିଲେ ମାଡ଼ି ଆସିବ…

ନିଟ ପ୍ରଶ୍ନପତ୍ର ଲିକ ମାମଲାରେ ମଧ୍ୟସ୍ଥିକୁ ଧରିଲା ସିବିଆଇ

ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପାଟନାରୁ ଆଉ ଜଣେ ଅଭିଯୁକ୍ତ ସୁରେନ୍ଦ୍ର କୁମାରଙ୍କୁ ଗିରଫ କରିଛି। ସିବିଆଇ ସୁରେନ୍ଦ୍ର କୁମାରଙ୍କୁ ୪ ଦିନ ରିମାଣ୍ଡରେ ନେଇଛି। ପାଟନା ଏମ୍ସରୁ ୪ ଜଣ ଛାତ୍ରଙ୍କୁ ଗିରଫ କରିବା ପରେ ସୁରେନ୍ଦ୍ର କୁମାରଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କୁ…

ଭିଏସଏସ ଷ୍ଟାଡିୟମରେ ହେବ ଜାତୀୟସ୍ତରର ଫୁଟବଲ ପ୍ରତିଯୋଗିତା

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆଗାମୀ ଦିନରେ ସର୍ବଭାରତୀୟ ବୀର ସୁରେନ୍ଦ୍ର ସାଏ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏନେଇ ଜିଲା କ୍ରିଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ…

ଆଜି ସାରା ବିଶ୍ୱରେ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟ ସର୍ଭର ଠପ୍

ଆଜି ସାରା ବିଶ୍ୱରେ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଯାଇଛି | ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍ ହୋଇଯାଇଥିବାବେଳେ ଏହାଦ୍ୱାରା ବ୍ୟାଙ୍କିଂ ସହ ବିମାନ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି | ୱିଣ୍ଡୋଜ୍ ସେବାରେ ସମସ୍ୟା ହେତୁ ସମଗ୍ର ବିଶ୍ୱରେ…

ସିଙ୍ଗାପୁରରୁ ନିବେଶ ଲୋଡ଼ିଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ସିଙ୍ଗାପୁରର ସହଯୋଗ ଲୋଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗୁରୁବାର ଲୋକସେବା ଭବନରେ ସିଙ୍ଗାପୁରର ହାଇକମିସନର ସାଇମନ୍ ୱାଙ୍ଗ୍‌ଙ୍କ ସହ ସେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ପୁଞ୍ଜିନିବେଶ…

ବିବାହର ୪ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି। ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ଭାବେ…

ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ : ଜେପି ନଡ୍ଡା

ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି। ଆପଣମାନେ ୨୦ ସିଟ୍‌ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି।…

ଟୀକାକରଣ ପ୍ରତି ବିମୁଖ ଦେଶମାନଙ୍କ ତାଲିକାରେ ଭାରତ

ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ମାଗଣା ଟୀକାକରଣ ରହିଛି ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ପ୍ରାୟ ୧୬ ଲକ୍ଷ ଶିଶୁ ଟୀକା ନେଇ ନାହାନ୍ତିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ଦ୍ୱାରା…