୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ

ବଙ୍ଗୋପସାଗରେ ଅବପାତ ସକ୍ରିୟ ରହିଛି ୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ। ସେହିଭଳି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ,ବଲାଙ୍ଗୀର ଓ ନୂଆପଡାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଜିଲ୍ଲାରେ…

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ୧୦ କୋଟି ଫଲୋଅର୍ସ, ଶୁଭେଚ୍ଛା ଜଣାଇଛନ୍ତି ଏଲନ ମକ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଲନ ମକ୍ସଙ୍କ ଶୁଭେଚ୍ଛା । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ୧୦ କୋଟି  ଫଲୋଅର୍ସ ଟପିବା ଅବସରରେ ମସ୍କ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମସ୍କ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଏକ୍ସରେ ମୋଦୀ ବିଶ୍ୱର ସର୍ବାଧିକ ଅନୁଗାମୀ ନେତା…

ଛାଡ଼ପତ୍ର ବିଷୟରେ ଲେଖାଥିବା ପୋଷ୍ଟକୁ ଲାଇକ୍ କଲେ ଅଭିଷେକ ବଚ୍ଚନ

ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ…

ଆଜି ବିଶ୍ବ ଚେସ ଦିବସ

ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଚେସ ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦…

ଆଜିର ରାଶିଫଳ

ମେଷ: ପୂର୍ବ କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ବ୍ୟବସାୟରେ ବଡ଼ ଡ଼ିଲ୍ କରିପାରନ୍ତି। ଆପଣଙ୍କର ନିଃସ୍ବାର୍ଥ ସମାଜ ସେବା ପାଇଁ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସ୍ଥଗିତ କାମରେ କେହି ସାହାଯ୍ୟ କରିବେ।…

ସରିଲା ନବଦିନାତ୍ମକ ଯାତ୍ରା , ଆଜିଠୁ ମିଳିବ ନୀଳାଚଳ ଅବଢା

ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଛନ୍ତି ବଡ଼ଠାକୁର । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା। ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ । ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଜି ଭୋର ୫ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଭାବେ ସେ ଦେଶରେ ପରିଚିତ ଥିଲେ । ୨୦୧୯…

ସରକାରଙ୍କ ବଢାଇଥିଲା ଟେନଶନ

ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍‌ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍‌ ଯାତ୍ରାୟତ କରୁଛନ୍ତି। ଏହି ଟ୍ରେନ ପ୍ରତିଦିନ ୨.୫ କୋଟି…

ସାବଧାନ୍! ଆସୁଛି କରୋନା?

ପୁଣିଥରେ ଫେରୁଛି ମାହାମରୀ । ପୁଣିଥରେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ଏବେ ପ୍ରଶ୍ନ ଉଠିଛି, ପ୍ରକୃତରେ କରୋନା ଭୂତାଣୁ ଶେଷ ହୋଇଛି ନା ଆହୁରି ବିପଦ ହୋଇ ଫେରୁଛି ମହାମାରୀ? କାରଣ ବର୍ତ୍ତମାନ ଆମେରିକା ସମେତ ୮୪ଟି ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା…

ଭୟଙ୍କର ରୂପ ନେଉଛି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୦ କିମି ଏବଂ ଗୋପାଳପୁର ଓ ପାରାଦୀପଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା ପ୍ରତି ୭ କି.ମି. ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତି…