ଭିଜିଲାନ୍ସ ଜାଲରେ CHSE ଅଧିକାରୀ

CHSE ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିବା ଜଣାପଡିଛି। CHSE ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ କରାଯାଉଛି। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର…

ବନ୍ୟଜନ୍ତୁଙ୍କ ସୁରକ୍ଷା , ଜଙ୍ଗଲ ଜଗିବ ଡଗ୍‌ ସ୍କ୍ବାଡ୍‌

ରାଜ୍ୟରେ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣଘାତୀ ବୋମା ଏବଂ ପଶୁ ଶିକାରୀଙ୍କ ଜନ୍ତା (ଫାସ)ର ସନ୍ଧାନ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କୁକୁର ପାଇଁ ଟେଣ୍ଡର ଆହ୍ବାନ କରିଛି ବନ ବିଭାଗ। ପ୍ରଥମ ପର୍ଯ୍ୟାୟରେ ୫ଟି ଡିଭିଜନରେ ୧୦ଟି ଡଗ୍ ସ୍କ୍ବାଡ଼ ରଖାଯିବାକୁ ବ୍ୟବସ୍ଥା…

ଆଜିର ରାଶିଫଳ

ମେଷ: ବ୍ୟକ୍ତି ବିଶେ‌ଷଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିପାରେ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ସରଳତାରେ କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ବେପାରୀବର୍ଗଙ୍କୁ ଧନଲାଭ ହେବ। ଜୀବନସାଥୀ ଠାରୁ ଢ଼େରସାରା ପ୍ରେମ ପାଇବେ। ଆୟ ଉତ୍ସ…

ଆଜି ଠାରୁ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍‌ସ କ୍ରୀଡ଼ାର ୧୭ତମ ସଂସ୍କରଣ

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସର ସଫଳ ଆୟୋଜନ ପରେ ଆଜି (ବୁଧବାର)ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍‌ସ କ୍ରୀଡ଼ାର ୧୭ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍‌ସ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ…

ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଆସନ୍ତା  ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ…

ଆଜି ପଶ୍ଚିମବଙ୍ଗ ବନ୍ଦ

କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ଦେଶରେ ବିରୋଧର ମୁଖ୍ୟ କାରଣ ପାଲଟିଛି । ଏହି ବିରୋଧକୁ ବିଭିନ୍ନ ମହଲରୁ ସମର୍ଥନ ମଧ୍ୟ ମିଳୁଛି । ତେବେ ଗତକାଲି ନବନ୍ନା ମାର୍ଚ୍ଚ ସମୟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜକୁ ବିରୋଧ କରିଛି ବିଜେପି । ଏହି…

କାଲିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା 

ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିବାର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।ସୂଚନାନୁଯାୟୀ, ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ୨୯…

ଦ୍ୱାଦଶ ବୋର୍ଡରେ ଅନ୍ତର୍ଭୁକ୍ତ ହେବ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କ

ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାରେଁ ଏକ ନୂଆ ମୂଲ୍ୟାଙ୍କନ ମଡେଲ ଲାଗୁ କରିବାକୁ ଏନସିଇଆରଟି ପକ୍ଷରୁ…

ସାମନ୍ଥାଙ୍କ ଦୁଃଖଭରା ପୋଷ୍ଟ

ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଟନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏକ୍ସ ହଜବ୍ୟାଣ୍ଡ ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ଓଜନ ହ୍ରାସ ଏବଂ ଦୁଃଖିତ ଚେହେରାକୁ ଦେଖି ପ୍ରଶଂସକମାନେ ତାଙ୍କ…

ଭାରତରେ ଲଞ୍ଚ ହେଲା ଭିଭୋ ଟି୩

ଭିଭୋ ଟି୩ ପ୍ରୋକୁ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ଚର୍ଚ୍ଚା ଗତ କିଛି ଦିନରୁ ଚାଲିଆସୁଛି, ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୨୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଆସନ୍ତୁ ଏହି ଫୋନ ବିଶେଷ ସ୍ପେସିଫିକେସନ୍ସ, ଭ୍ୟାରିଆଣ୍ଟସ, ପ୍ରାଇସ ଏବଂ ଅଫର୍ସ ବିଷୟରେ…