ବଡଦାଣ୍ଡରେ ଅଘଟଣ

ପୁରୀ ବଡଦାଣ୍ଡରେ ଘଟିଛି ଅଘଟଣ। ରାସ୍ତା ଉପରେ ବସିଥିବା ଭକ୍ତଙ୍କ ଉପରକୁ ଚଡିଯାଇଛି ଏକ କାର୍‌। ମାଉସୀ ମା’ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଭକ୍ତଙ୍କ ଅଣ୍ଟା ଉପରେ ଚଢିଯାଇଛି। ଯାହାଯୋଗୁ ସେ ଗୁରୁତର ଆହତ ହୋଇଛନ୍ତି।

ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲା ରକ୍ତମୁଖା,ରାସ୍ତାରେ କଣ୍ଟା ସାଜିଥିବା ଦାଦାକୁ ହଟାଇବାକୁ ପାଲଟିଗଲା…

ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଗଲେ ଜହ୍ଲାଦ । ଏପରିକି ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।…

ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର, ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ

ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚି ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ କରିଛି। ତେବେ ଗତ ୨୬ ତାରିଖରେ…

ଆଜି ଜାତୀୟ କ୍ରୀଡା ଦିବସ

ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ  ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉର୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି।…

ୟୁକ୍ରେନ ଯୁଦ୍ଧରେ ରୁଷିଆର ପଲ୍ଲା ଭାରି

ୟୁକ୍ରେନ ଯୁଦ୍ଧରେ ଆମେରିକା ସମେତ ନାଟୋ ଦେଶ ରୁଷିଆକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ତାଙ୍କୁ ଅଲଗା କରିବା ପାଇଁ ଉଦ୍ୟମ ଚାଲିଛି। କିନ୍ତୁ ପୁଟିନ କମ୍‌ ଜିଦି ନୁହଁନ୍ତି। ସେ ଜାଣିଛନ୍ତି ଯୁଦ୍ଧରୁ କେଉଁଠାରୁ ଏବଂ କିପରି ଇନ୍ଧନ ଏବଂ ଜଳ କ୍ରୟ କରାଯିବ। ଏହି କାରଣରୁ ସେ ଆମେରିକାର…

ପାଣି ଘେରରେ ଗୁଜରାଟ ସହର

ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ସୌରାଷ୍ଟ୍ର ଏବଂ କେନ୍ଦ୍ରୀୟ ଗୁଜରାଟରେ ୪୮ ଘଣ୍ଟା ଧରି ବର୍ଷାର ତୀବ୍ରତା ଏବଂ ଅନୁପାତ କମିନଥିବାରୁ ଅନେକ ଗାଁ ଓ ସହର ଦ୍ୱୀପରେ ପରିଣତ ହୋଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇର ତଥ୍ୟ ଅନୁଯାୟୀ, ଗୁଜରାଟରେ…

ପ୍ରବଳରୁ ଅତି ପ୍ରବଳ ବର୍ଷା

ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା…

ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

କଟକ: ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାରେ ଦେଶର ଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଛି । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶା ପାଇଁ ଯୁଗ୍ମ ପରିବହନ କମିସନର ପ୍ରଦୀପ…

ଆଜିର ରାଶିଫଳ

ମେଷ : ଆଜିର ଗ୍ରହ ସ୍ଥିତି ଅନୁଯାୟୀ ଅସଜଡ଼ା ପରିବାର ଓ କର୍ମକ୍ଷେତ୍ର ସକାଶେ ଚିନ୍ତିତ ରହିବେ। ସଭାସମିତି ଏବଂ ଆଲୋଚନା କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିପାରିବେ। ପ୍ରିୟ ବନ୍ଧୁଙ୍କ ସହ ନୂତନ ସ୍ଥାନ ବୁଲିଯିବାର ସୁଯୋଗ ଜୁଟିବ। ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ ଏବଂ…

ମାହାଙ୍ଗା ହତ୍ୟାକାଣ୍ଡ 9 ଜଣଙ୍କୁ ଆଜୀବନ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅରବିନ୍ଦ ଖଟୁଆଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରୁ ଖଲାସ କରାଯାଇଛି। ମାହାଙ୍ଗାର ପୂର୍ବତନ…