କଳାଧନ ସମ୍ପର୍କିତ ଏସଆଇଟି ବୈଠକ

ଆଜି ବସିଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ ।  ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ବସିଛି ବୈଠକ । ଏଥିରେ ଯୋଗଦେଇଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ…

ମହାରାଷ୍ଟ୍ରରେ ହେବ ବଡ଼ ଖେଳ

ଶିବସେନା ନେତା ଉଦ୍ଧବ ଠାକୁରଙ୍କ ବଙ୍ଗଳା ମାତୋଶ୍ରୀ ଠାରେ ମହାବିକାଶ ଅଗାଡି(ଏମ୍‌ଭିଏ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ନାନା ପାଟୋଲଙ୍କ ସମେତ ଏମ୍‌ଭିଏର ବିଶିଷ୍ଟ ନେତାମାନେ ଯୋଗଦେବେ। ଯଦିଓ କୁହାଯାଉଛି ଯେ ରାଜ୍ୟର ସାମ୍ପ୍ରତିକ…

ଓ୍ବେବ୍‌ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଓ ଓ୍ବେବ୍‌ ସାମ୍ବାଦିକଙ୍କ ପଞ୍ଜିକରଣ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ…

ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହେଲେ 

ଆମେରିକୀୟ ପ୍ରଯୁକ୍ତି କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ତାଲିକା ବେଶ୍‌ ଲମ୍ବା। ସେଥିରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି କେଭନ୍ ପାରେଖ। ଆଇଫୋନ୍, ଆଇପ୍ୟାଡ୍‌, ମ୍ୟାକ୍ ଆଦି ବିକାଶ କରୁଥିବା କମ୍ପାନି ଆପଲ୍‌ର ମୁଖ୍ୟ…

ମଣିଷକୁ ଡ଼େଇଁଲା ବାର୍ଡ ଫ୍ଲୁ

ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ…

ଧମାକା କରିବ ବିଜୟଙ୍କ ଫିଲ୍ମ

ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ପ୍ରଂଶସକଙ୍କ ଅପେକ୍ଷା ଆଉ ୧୦ ଦିନ ପରେ ଶେଷ ହେବାକୁ ଯାଉଛି । ତାଙ୍କର ସାଇନ୍ସ ଫିକ୍ସନ୍‌ ଆକ୍ସନ ଫିଲ୍କ ‘ଗୋଟ୍‌’ ଅର୍ଥାତ୍‌ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ସେପ୍ଟେମ୍ବର ୫ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍କରେ ବିଜୟଙ୍କ ଡବଲ୍‌ ରୋଲ୍‌…

ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ବର୍ତ୍ତମାନ ମେଦବହୁଳତା ବା ଓଜନ ବୃଦ୍ଧି ଏକ ସାଧାରଣ…

ଗେଟ୍ ପାଇଁ ଆଜିଠୁ ଅନଲାଇନ୍ ରେଜିଷ୍ଟ୍ରେସନ୍‌

ଆଜିଠାରୁ ଆରମ୍ଭ ହେଉଛି ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଂଜିନିୟରିଂ(GATE) ୨୦୨୫ ପାଇଁ ରେଜିଷ୍ଟ୍ରେସନ୍ କମ୍ ଆପ୍ଲିକେସନ୍ ପ୍ରୋସେସ୍ । ଆଗ୍ରହୀ ପ୍ରାର୍ଥୀ ଗେଟ୍ ୨୦୨୫ର ଅଫିସିଆଲ ୱେବସାଇଟ୍ https://gate2025.iitr.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ…

ବଢିଲା ୟୁଟ୍ୟୁବର ପ୍ରିମିୟମ ପ୍ଲାନର ମୂଲ୍ୟ

ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ସମସ୍ୟାରେ ପକାଇଛି। ଏଥିରେ ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ୟୁଟ୍ୟୁବର ପ୍ରିମିୟମ ପ୍ଲାନର ଫାଇଦା ଉଠାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।୨୦୧୯ ପରେ ଏପରି ପ୍ରଥମଥର ହୋଇଛି ଯେ, ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ପ୍ଲାନର ମୂଲ୍ୟ ପ୍ରଥମଥର ବଢାଯାଇଛି।…

ଆମେରିକା ଚାହୁଁଛି ତୃତୀୟ ବିଶ୍ୱଯୁଦ୍ଧ

ପୁଣିଥରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଆକ୍ରାତ୍ମକ ହୋଇଛି। ଏହାରି ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ବଡ ବୟାନ ଦେଇଛନ୍ତି।ଏକ ସାମ୍ବାଦିକ ସମ୍ମିଳନୀରେ ଲାଭ୍ରୋଭ କହିଛନ୍ତି ଆମେରିକା ଭାବୁଛି ଯେ ଏକ ନୂତନ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ…