ପାରାଲିମ୍ପିକ୍ସରେ ଇତିହାସ ରଚିବାରେ ଲାଗିଛି ଭାରତ

ପାରାଲିମ୍ପିକ୍ସ ଇତିହାସରେ କପିଲ ଜୁଡୋରେ ପଦକ ଜିତିଥିବା ପ୍ରଥମ ଭାରତୀୟ । ବର୍ତ୍ତମାନ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୧ଟି କାଂସ୍ୟ ପଦକ ସହ ଭାରତର ୧୪ତମ ସ୍ଥାନରେ ରହିଛି ।ଗୁରୁବାର ୨୪ ବର୍ଷୀୟ କପିଲ ପରମାର ପ୍ୟାରିସ୍ ପାରାଲିମ୍ପିକ୍ସ ଜୁଡୋ(J1) ବର୍ଗରେ ଦୃଷ୍ଟିବାଧିତ ହେବା ସତ୍ତ୍ୱେ…

କନିଷ୍ଠ ଶିକ୍ଷକ ଯୋଗ୍ୟ ପାଇଁ ଦୁଇବର୍ଷିଆ ବି.ଏଡ୍ ପ୍ରାର୍ଥୀ

ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ ଯୋଗ୍ୟ ହେବେ । ଏହି ବି.ଏଡ୍ ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି…

ଓଡିଶାରେ ଇ-ଯାନ ପ୍ରୋତ୍ସାହନ

ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ରାଜ୍ୟରେ ୨୦୨୧ ମସିହା ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ନୀତି ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ପହିଲାରୁ ଇ-ଯାନ କିଣାଯାଇ ପଞ୍ଜୀକୃତ ହୋଇଥିବା ଇ-ଯାନଗୁଡ଼ିକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ୨ ଚକିଆ ଯାନରେ କିଲୋୱାଟ୍‌…

ବିଧାନସଭାରେ ରେଭେନ୍‌ସା ଝଡ଼

 ଆଜି ବିଧାନସଭାରେ ପୁଣି ରେଭେନ୍‌ସ‌ା ପ୍ରସଙ୍ଗ ଉଠିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ରେଭେନ୍‌ସା ନାମ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ସଭ୍ୟମାନେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ…

ସାବଧାନ! ଇନସୁଲିନ୍ ନେଇଥିଲେ

ଇନସୁଲିନ ରକ୍ତରେ ଶର୍କରାରର ପରିମାଣକୁ ସମତୁଲ କରିଥାଏ ।  କିନ୍ତୁ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇନସୁଲିନ ତିଆରି ପ୍ରକ୍ରିୟା ଧିମା କିମ୍ବା ବନ୍ଦ ହୋଇଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଶରୀରରେ ସଠିକ ଭାବେ ଇନସୁଲିନ ତିଆରି ହୁଏ ନାହିଁ, ତାହେଲେ ମଧୁମେହ ହେବାର…

ଗାଁ ଗାଁ ଗଡିବ ସୁଭଦ୍ରା ରଥ

ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଗୁରୁବାର ସଂଧ୍ୟା ସୁଦ୍ଧା କାର୍ଯ୍ୟ ଅଗ୍ରଗତି କିପରି ରହିଛି , ସେ ସଂପର୍କରେ ରାଜସ୍ୱ ଆୟୁକ୍ତ,ଜିଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି…

ଶାନ୍ତି ବାର୍ତ୍ତାରେ ଚୀନ୍‌

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ସହ ରୁଷର ସମ୍ଭାବିତ ଶାନ୍ତି ବାର୍ତ୍ତାରେ ଚୀନ୍‌, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥିର ଭୂମିକା ତୁଲାଇପାରନ୍ତି । ପୁଟିନଙ୍କ କହିବାନୁଯାୟୀ ଯୁଦ୍ଧର ପ୍ରଥମ ସପ୍ତାହରେ…

ଆଜି ଦାନା ବାନ୍ଧିବ ଲଘୁଚାପ

ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଆଜି ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା…

ପୁରୁଣା ଭିଡ଼ଓ ଭାଇରାଲ ହେବା ପରେ କଙ୍ଗନା ରଖିଲେ ନିଜ ମତ

ବଲିଉଡ଼ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି  ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ବି ହେବାକୁ ପଡ଼ିଛି । ଆସନ୍ତା ସେପ୍ଟେମ୍ବର 6 ତାରିଖରେ କଙ୍ଗନାରାଣାୱତ  ଅଭିନୀତ ଏମାରଜେନ୍ସି…

ଗୁୁରୁଦିବସରେ ଶିକ୍ଷକଙ୍କୁ ଖୁସି ଖବର ଦେଲେ ମାଝୀ ସରକାର

ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୩ ସପ୍ତାହ ମଧ୍ୟରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି  ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।  ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ…