ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ  ଭାରତର ଧନୀ ମହିଳା ସାବିତ୍ରୀ

ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ଵାଧୀନ ଭାବେ…

ଲାଲବାଗ ରାଜାଙ୍କୁ ୨୦ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ଦାନ କରିଛି ରିଲାଏନ୍ସ ଫାଉଣ୍ଡେସନ

ଗଣେଶ ଚତୁର୍ଥୀରେ ଗଜାନନଙ୍କୁ ସ୍ୱାଗତ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ 'ଲାଲବାଗ ରାଜା'ଙ୍କ ପ୍ରତିମୂର୍ତ୍ତିରୁ ଏହି ପରଦା ହଟାଇ ଦିଆଯାଇଛି। ଏଥର ବାପ୍ପା ମାରୁନ ରଙ୍ଗର ପାଟବସ୍ତ୍ର ପିନ୍ଧିଥିବାବେଳେ ଏକ ସୁନା ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି  |…

ପଦ୍ମ ଧରିଲେ ସୁଜିତ କୁମାର

ଅବଶେଷରେ ସୁଜିତ କୁମାର ବିଜେପିରେ ଦେଇଛନ୍ତି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ…

ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର

ବିଦ୍ୟାଳୟରେ ରାଗିଂ। ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରୁ। ୭ ଜଣ ଦ୍ଵାଦଶ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ପିଲାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୨ ଜଣ ଛାତ୍ର…

ପାପୁଲି ରେଖା

କୁହାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାପୁଲିରେ ଥିବା ଏହି ଭାଗ୍ୟଶାଳୀ ଚିହ୍ନ ଗରିବ ଲୋକଙ୍କୁ ମଧ୍ୟ ଧନୀ କରିପାରେ। କିନ୍ତୁ ଆପଣ ଜାଣନ୍ତି କି ଭାଗ୍ୟଶାଳୀ ଚିହ୍ନ ପରି ପାପୁଲିରେ ମଧ୍ୟ ଅଶୁଭ ଚିହ୍ନ ଅଛି। ଏହି ଉଦ୍‌ବେଗଜନକ ଚିହ୍ନଗୁଡ଼ିକ ଯେକୌଣସି ବ୍ୟକ୍ତିଙ୍କୁ ବିନାଶର ସମ୍ମୁଖୀନ କରିପାରେ।…

ସିକ୍କିମରେ ସଡକ ଦୁର୍ଘଟଣା

ସିକ୍କିମରେ ବଡ ଧରଣର ସଡକ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନାଗାଡି । ଅକାଳରେ ଚାଲିଗଲା 4 ଯବାନଙ୍କ ଜୀବନ । ଗୁରୁବାର  ପାକୟୋଙ୍ଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ପରିଚୟ ମିଳିଛି । ପଶ୍ଚିମବଙ୍ଗର ପେଡୋଙ୍ଗରୁ ଜୁଲୁକ ଯାଉଥିବା ବେଳେ ସେନାଗାଡି ଘାଟିରୁ ତଳକୁ…

ପୁରୀ ସମୁଦ୍ର କୂଳରେ ଭାସୁଛି କଣ୍ଟେନ

ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର । ଗୁରୁବାର ଏହା ପାଣିରେ ଭାସୁଥିବାବେଳେ ଆଜି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ବେଳାଭୂମୀରେ ଲୋକଙ୍କ ଭିଡ ବଢିବାରେ ଲାଗିଛି  । ତେବେ ସବୁଠାରୁ ବଡ ପ୍ରଶ୍ନବାଚୀ ହେଲା ଏହା ଭିତରେ ଅଛି କଣ ? ଏହା ଜାଣିବା ପାଇଁ…

ଧମାଲ କରୁଛି ‘ସ୍ତ୍ରୀ୨’ 

ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ…

ରତ୍ନଭଣ୍ଡାର ପାଇଁ ହାଇସିକ୍ୟୁରିଟି ଭଲ୍‌ଟ ଆରମ୍ଭ

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଧନ ସମ୍ପତ୍ତିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇରହିଥିବା ବେଳେ ତାହାର ସ୍ଥାୟୀ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏକ ହାଇସିକ୍ୟୁରିଟି ଭଲ୍‌ଟ ତିଆରି କରାଯିବ। ଉଭୟ ବାହାର ଓ…

ମହାରାଷ୍ଟ୍ର ରାଜନୀତି

ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁପ୍ରିୟା ସୁଲେ ଏନସିପି ଶରଦ ପାୱାର ଦଳର ମୁଖପାତ୍ରଙ୍କ ସହ ମିଳିତ ବୈଠକ କରିଛନ୍ତି। ଏହି ବୈଠକରେ ମୁଖପାତ୍ରଙ୍କୁ ସୁପ୍ରିୟା ସୁଲେ ଦେଇଥିବା ଆଦେଶକୁ ନେଇ ଶରଦ ପାୱାରଙ୍କ ପାର୍ଟି ଏନସିପି ମନରେ କ’ଣ ଅଛି। ଏ ବାବଦରେ ଆଲୋଚନା ଆରମ୍ଭ…