ଯୁଦ୍ଧର ଗତିପଥ ବଦଳିବ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆଜି ଭିନ୍ନ ମୋଡ଼ ନେଇଛି । ରୁଷ୍‌ର କୁର୍ସ୍କ ଅଂଚଳରେ ୟୁକ୍ରେନ ସେନାର ଅତିକ୍ରମଣ ଓ ରୁଷୀୟ ଅଂଚଳ ଦଖଲ ଜବାବରେ ଆଜି ପଶ୍ଚିମ ୟୁକ୍ରେନ୍‌ରେ ରୁଷ୍‌ ସେନା ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। ରୁଷ୍‌ର ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ବୋମାବର୍ଷା କରୁଥିବା ବେଳେ ଲଗାତାର…

ଏସ୍‌ସିବିରେ ଆଜି  ହେବ ଦ୍ୱିତୀୟ ଲିଭର୍‌ ପ୍ରତିରୋପଣ

କଟକ ବଡ଼ ଡାକ୍ତରଖାନାରେ ଆଜି  ହେବ ଦ୍ୱିତୀୟ ଯକୃତ(ଲିଭର୍‌) ପ୍ରତିରୋପଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଏଆଇଜି ଟିମ୍‌ ଏସ୍‌ସିବିରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଦାତା ଓ ଗ୍ରହିତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ଏସ୍‌ସିବି…

ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଅ

୨୦୨୫ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ…

୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ସୋମବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ୧୬…

ଦେଶରେ ମେଲେରିଆ ଓ ଡେଙ୍ଗୁରେ ଯେତିକି ଲୋକ ମରୁଛନ୍ତି, ତା’ଠାରୁ ଅଧିକ ସର୍ପଦଂଶନରେ ମୃତ୍ୟୁମୁଖରେ ପଡ଼ୁଛନ୍ତି

ଦେଶରେ ମେଲେରିଆ ଓ ଡେଙ୍ଗୁରେ ଯେତିକି ଲୋକ ମରୁଛନ୍ତି, ତା’ଠାରୁ ଅଧିକ ସର୍ପଦଂଶନରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏମିତିକି କୌଣସି ହିଂସ୍ର ଜନ୍ତୁଙ୍କ ଆକ୍ରମଣରେ ବି ଏତିକି ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁନାହିଁ। ଏହି ମୃତ୍ୟୁ ପଛରେ ଅନ୍ଧବିଶ୍ବାସ ଓ ସ୍ବାସ୍ଥ୍ୟସେବାର ଅଭାବ ପ୍ରମୁଖ କାରଣ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି।

ଅନ୍ତର୍ଜାତୀୟ କ୍ରିକେଟରୁ ରବିବାର ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି। ଇଂଲଣ୍ଡ ପାଇଁ ଦୁଇ ଥର ବିଶ୍ଵକପ୍ ଜିତିଥିବା ମୋଇନ୍ ତାଙ୍କ ୧୦ ବର୍ଷର କ୍ୟାରିୟରରେ ଅନେକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ…

ବିଏସଏନଏଲ ଲଞ୍ଚ କଲା ଲାଇଭ ଟିଭି ଆପ

ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଟିଭି ଜଗତରେ ପ୍ରବେଶ କରିଛି। ବିଏସ୍ଏନ୍ଏଲ୍ 'ବିଏସ୍ଏନ୍ଏଲ୍ ଲାଇଭ ଟିଭି' ଆପ୍ଲିକେସନ ଆରମ୍ଭ କରିଛି | ଏହି ଆପ୍ ପ୍ରାରମ୍ଭରେ ଆଣ୍ଡ୍ରଏଡ୍ ଟିଭି ପାଇଁ ଉପଲବ୍ଧ | ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ୍…

ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ଦର୍ଶନ କରିଛନ୍ତି। ମା’ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ…

ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଭଳି ଦେଶ ଭୂମିକା ଗ୍ରହଣ କରିପାରିବେ – ମେଲୋନି

ନିକଟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ସେ ୟୁକ୍ରେନ ସହିତ ଯୁଦ୍ଧର ସମାଧାନ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ଭାରତ, ଚୀନ୍ କିମ୍ବା ବ୍ରାଜିଲ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିପାରିବେ। ବର୍ତ୍ତମାନ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ୟୁକ୍ରେନ ବିବାଦର…

ନୂଆ ଜାଗାରେ ଜବ୍‌

ନୂଆ ଜବ୍‌ ପାଇଁ ହେଉ ଅବା ଟ୍ରାନ୍ସଫର ହେଲେ କିମ୍ବା ଜବ୍‌ ପରିବର୍ତ୍ତନ କରୁଥିଲେ, ନୂଆ ସ୍ଥାନକୁ ଯିବାକୁ ହୋଇଥାଏ। ହେଲେ ପ୍ରାରମ୍ଭିକ ସମୟରେ ଏକ ନୂଆ ସହରରେ ଆଡ୍‌ଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ … କିପରି ନେବେ ଘର: ଜବ୍‌ ପାଇଁ କୌଣସି ନୂଆ ସ୍ଥାନକୁ ଯିବାକୁ ହେଲେ ପ୍ରଥମେ…