ବିମାନ ଟିକଟ ଦର ଉପରେ ନଜର

ଉତ୍ସବ ଋତୁ ଆସିଯାଇଥିବା ବେଳେ ନିଜ ପରିବାର ସହ ତାହାକୁ ପାଳନ କରିବା ଲାଗି ଦେଶର କୋଣଅନୁକୋଣରେ କାମ କରୁଥିବା ଲୋକମାନେ ଘରକୁ ଫେରିଥାନ୍ତି। ତେଣୁ ବର୍ଷର ଅନ୍ୟ କୌଣସି ସମୟ ତୁଳନାରେ ଏହି ସମୟରେ ବିମାନ ଯାତ୍ରାର ଚାହିଦା ବହୁତ ବଢ଼ିଯାଏ। ତାହାର ଫାଇଦା ନେଇ ଏୟାରଲାଇନ୍ସଗୁଡ଼ିକ ଟିକଟ ଦରରେ…

ଇଂଲଣ୍ଡରେ ଜିତିଲା ଶ୍ରୀଲଙ୍କା

ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତି ତିନି ଟିକିଆ ଶୃଙ୍ଖଳାରେ ପରାଜୟ ବ୍ୟବଧାନକୁ ୨-୧କୁ କମାଇବା ସହ ମୂଳପୋଛ ପରାଜୟ ଲଜ୍ଜାରୁ ବର୍ତ୍ତିଯାଇଛି। ଓପନର ପଥୁମ ନିଶଙ୍କ ଇଂଲଣ୍ଡକୁ ନିଜ ଔଷଧର ମଜା ଚଖାଇଛନ୍ତି। ସେ ୧୨୪ ବଲ୍‌ରୁ…

ଲଞ୍ଚ ହେଲା ଆପଲ୍ IPhone 16

ହାର୍ଡୱେର୍ ଅପଗ୍ରେଡ୍ ସହିତ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରାଯାଇଛି ଏବଂ ନୂତନ ହ୍ୟାଣ୍ଡସେଟ୍ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ସକୁ ମଧ୍ୟ ସପୋର୍ଟ କରିବ । ଏହି ସ୍ମାର୍ଟଫୋନ୍ ଭାରତରେ ମଧ୍ୟ ଉପଲବ୍ଧ ହେବ । ଆଇଫୋନ୍ ୧୬ ସିରିଜର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ଆପଲ୍ ସୂଚନା ଦେଇଛି । ଭାରତରେ ଆଇଫୋନ୍…

ସାବଧାନ ! ଟାଇଟ୍ ଡ୍ରେସ ପିନ୍ଧିଲେ

ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା ମ୍ୟାଚିଂ କରିବା ସହ ଆକର୍ଷଣୀୟ ଲାଗିଥାଏ । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଷ୍ଟାଇଲିସ୍ ଚକ୍କରରେ ଆପଣଙ୍କର ଶରୀରର କଣ କ୍ଷତି ଘଟୁଛି ।…

ଆରପାରିରେ ହଲିଉଡର ଲୋକପ୍ରିୟ ଅଭିନେତା ଜେମ୍ସ୍

ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସ ୯୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଏଜେଣ୍ଟ ବେରୀ ମ୍ୟାକଫର୍ସନ ସୂଚନା ଦେଇଛନ୍ତି । ଜେମ୍ସ୍ ତାଙ୍କ…

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର, ବିକ୍ଷୋଭ…

ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର। ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ହେଲେ ସୁପ୍ରିମକୋର୍ଟଙ୍କ…

ରାଜ୍ୟରେ ବର୍ଷା ଜାରି, ମାଲକାନଗିରି ଓ ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଗତ ଦୁଇଦିନ ହେଲା ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି ଓ ରାସ୍ତାଘାଟ…

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ସବୁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍‌ କୁ ଗୃହରେ ପାରିତ କରାଯିବ। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ ,…

ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ

ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ସରକାରୀ ତଥ୍ୟ ଅନୁଯାୟୀ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ଏଥିରେ କିପରି ବ୍ରେକ୍ ଲାଗିବ, ସେ ଦିଗରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ…

ଚାଇନାରେ ତାଣ୍ଡବ ରଚିଲା ବାତ୍ୟା ‘ୟାଗି’

ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ । ଏମିତିକି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ପ୍ରକୃତିର କରାଳର କୋପରୁ ବର୍ତ୍ତି…