ଆଗାମୀ ୩ ଘଣ୍ଟାରେ ପ୍ରବଳ ଛେଚିବ

ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ବଙ୍ଗୋପସାଗରରେ ଅବପାତର ରୂପ ନେଇଥିଲା ଲଘୁଚାପ।…

‘ସେବି’ର ସ୍ପଷ୍ଟୀକରଣ ଲୋଡ଼ିଲା କଂଗ୍ରେସ

ରିଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ଘେବାର କୌଣସି ସୁଯୋଗ କଂଗ୍ରେସ ହାତଛଡ଼ା କରୁନାହିଁ। ଯେହେତୁ ମୋଦୀ ସରକାର ଓ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଭିତ‌‌ରେ ଘନିଷ୍ଠତା ଥିବା ବିଶ୍ବାସ କରାଯାଉଛି, ସେଥିପାଇଁ ଏହି ମାମଲା ବାହାନରେ…

 ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ,ଆଜି ଠାରୁ ଆରମ୍ଭ ହେବ ଗଣନା

ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଚଳିତବର୍ଷ…

ଏକା ଲଢ଼ିବାକୁ ପ୍ରସ୍ତୁତ ହେଉଛି ଆପ୍

ଆମ ଆଦମୀ ପାର୍ଟି(ଆପ) ଏକ ଜାତୀୟ ଦଳ। ତେଣୁ ହରିୟାଣା ବିଧାନସଭା ନିର୍ବାଚନରେ ଆପ୍‌ ଏକା ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ। ସଞ୍ଜୟ କହିଛନ୍ତି, ଆମ ପାଖରେ ଅଧିକ ସମୟ ନାହିଁ। ଆପ୍‌ ଏକ ଜାତୀୟ ରାଜନୈତିକ ଦଳ। ହରିୟାଣାରେ ଆମ ସଂଗଠନ ସୁଦୃଢ଼ ରହିଛି।…

ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା : ମଙ୍ଗଳବାର ନୂଆ ରିପୋର୍ଟ ଦାଖଲ କରିବ ସିବିଆଇ

କୋଲକାତାର ଆରଜି କର ମେଡିକାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଆସନ୍ତା ମଙ୍ଗଳବାର ଦିନ ଏକ ନୂତନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସିବିଆଇ ପକ୍ଷରୁ ଭାରତର ସଲିସିଟର ଜେନେରାଲ ତୁଷାର…

ମଙ୍କି ପକ୍ସ୍ କୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ

ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମଙ୍କି ପକ୍ସ୍ କୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି, ଭାରତ ସରକାରଙ୍କ ତରଫରୁ…

ପାରାଲିମ୍ପିକ୍ସରେ ଭାରତ ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛି

ପାରାଲିମ୍ପିକ୍ସରେ ଭାରତ ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛି। ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରାଆଥ୍‌ଲେଟ୍‌ ୨୫ ପଦକ ଲକ୍ଷ୍ୟ ନେଇ ଫ୍ରାନ୍ସ ରାଜଧାନୀ ଗସ୍ତ କରିଥିଲେ। ହେଲେ ଏମାନେ ଅତୁଳନୀୟ ପ୍ରଦର୍ଶନ ଦେଇ ଏହାକୁ ଟପି ଯାଇଛନ୍ତି। ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯…

ରାଜନୀତିରେ ଏଣ୍ଟ୍ରି କଲେ ଥାଲାପତି

ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ତାମିଲ ସିନେମାର ସୁପରଷ୍ଟାର ବିଜୟଙ୍କ ରାଜନୈତିକ ପାର୍ଟି ‘ତାମିଲଗା ବେତ୍ରୀ କଝଗମ’ (TVK)କୁ ନିର୍ବାଚନ ଆୟୋଗ ତରପରୁ ମାନ୍ୟତା ମିଳିସାରିଛି । ଏଥର ସିନେମା ଥିଏଟରରେ ନୁହେଁ, ନିର୍ବାଚନ ମଇଦାନରେ ଲଢିବେ ସୁପରଷ୍ଟାର…

ଲଞ୍ଚ ହେବ ଗ୍ଳୋବ୍ଟିମେ ଇଭେଣ୍ଟ

ଟେକ କମ୍ପାନୀ ଆପଲ ଆଇଫୋନ୧୬ ସିରିଜରେ ଚାରୋଟି ମଡେଲ୍ସ ଆଇଫୋନ ୧୬, ଆଇଫୋନ ୧୬ ପ୍ଲସ, ଆଇଫୋନ ୧୬ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସକୁ ଲଞ୍ଚ କରାଯିବ। ଏହା ବ୍ୟତୀତ ଏୟାରପଡସ ୪ ଏବଂ ୱାଚ୍ ସିରିଜ ୧୦ ମଧ୍ୟ ଲଞ୍ଚ ହେବାର ଆଶା କରାଯାଉଛି।ଆଇଫୋନ ୧୬ ସିରିଜର ଲଞ୍ଚ ଇଭେଣ୍ଟ ୟୁଏସର କ୍ୟୁପର୍ଟିନୋ…

ଅନ୍‍ଲାଇନ୍‍ ରେ ଯୁକ୍ତ ଦୁଇ ପାଠପଢ଼ା

ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ମାର୍ଟ କ୍ଲାସ୍‍ରୁମ୍‍ ପ୍ରସ୍ତୁତ ରଖିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ଲେଖାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ବିଶେଷଜ୍ଞ ଚୟନ ଶେଷ ହେବା ପରେ ୧୨ ତାରିଖରୁ ଦିଗ୍‍ଦର୍ଶନ କ୍ଲାସ୍‍ ଆରମ୍ଭ ହେବ ଏବଂ ୧୭ ତାରିଖରୁ ପାଠ୍ୟକ୍ରମ…