ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି 

ବଙ୍ଗୋପସାଗରରେ  ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବର୍ତ୍ତମାନ ମିଆଁମାର ପାଖାପାଖି ଅଞ୍ଚଳରେ ଏହି ଘୁର୍ଣ୍ଣିବଳୟ  ସକ୍ରିୟ ଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରି  ଉପକୂଳବର୍ତୀ ବଙ୍ଗଳାଦେଶ ବା  ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ଆସିବାର…

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା

ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଝିରେ ଚାକିରିର ଏକ ବଡ ସୁଯୋଗ ମିଳିଛି । ଇସ୍ରାଏଲରେ ଚାକିରି କରିବା ପାଇଁ ପ୍ରାୟ ୧୫୦୦୦ ପଦବୀ ଖାଲି ସହ ଚାକିରି ପାଇଁ ସୁଯୋଗ ଆଣିଛି । ଇସ୍ରାଏଲ ୧୦,୦୦୦ ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ପୁଣି ଥରେ ନିଯୁକ୍ତି ଦେବା ଅଭିଯାନ ଆଣି ଭାରତ ସହ…

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି । ଅଭିନେତ୍ରୀଙ୍କ ବାପା ଅନିଲ ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡ଼େଇଁ ଆତ୍ମହତ୍ୟା  କରିଛନ୍ତି । ଏହି ଖବର ପରେ ମଲାଇକା ଆରୋରା…

ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ

ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ…

ରିଲିଜ ହେଲା ଦେଵାରା-୧ ଟ୍ରେଲର

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦେଵାରା ପାର୍ଟ -୧'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ସମୟ ଅପେକ୍ଷା ପରେ ପ୍ରଶଂସକମାନେ ଶେଷରେ ଫିଲ୍ମର ଝଲକ ପାଇଛନ୍ତି | ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିବାବେଳେ ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ମଧ୍ୟ ବହୁତ ଭଲ…

ଆଜି ବି ସରଗରମ ରହିପାରେ ବିଧାନସଭା,ଗୃହରେ ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ

ଆଜି ବି ସରଗରମ ରହିପାରେ ବିଧାନସଭା। ,। ଗୃହରେ ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ କୃଷି ଓ କୃଷକ ସଶକ୍ତିକରଣ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶକ୍ତି , ସମବାୟ , ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ , ସୂକ୍ଷ୍ମ କ୍ଷୁଦ୍ର  ଏବଂ ମଧ୍ୟମ ଉଦ୍ୟୋଗ , ବିଜ୍ଞାନ ଓ କାରିଗରୀ…

୧୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଛତିଶଗଡ ମୁହାଁ ହୋଇଛି। ସେଠାରେ ଅଧିକ ଦୁର୍ବଳ ହୋଇ ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଛତିଶଗଡ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଅବପାତ ଓଡିଶା ଅତିକ୍ରମ କରିବା ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ…

ଏନଟିପିସିରେ ସୁବର୍ଣ୍ଣ ସୁଯୋଗ

ନାସନାଲ ଥର୍ମଲ ପାୱାର କର୍ପୋରେସନ ବା ଏନଟିପିସିରେ ବେକାର ଯୁବକ, ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ସଂସ୍ଥା ପକ୍ଷରୁ ଜାରି ହୋଇଛି ନୋଟିଫିକେସନ । କମ୍ପାନୀର ବିଭିନ୍ନ ବିଭାଗ ପାଇଁ ଉପ ପରିଚାଳକ ବା ଡେପୁଟି ମ୍ୟାନେଜର ପଦବୀରେ ଆବେଦନ ଲୋଡା ଯାଇଛି । ଏନଟିପିସିର…

ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ…

୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି

ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ିବାରେ ଲାଗିଛି। ବାହନ ପୋର୍ଟାଲ ତଥ୍ୟ ଅନୁସାରେ ଚଳିତ ବର୍ଷ ବିକ୍ରି ହୋଇଥିବା ୫୩.୬୧ ପ୍ରତିଶତ ତିନିଚକିଆ, ୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି। ଦୁଇଚକିଆ ଏକ ବହୁତ ବଡ଼ ବଜାର ହୋଇଥିବାରୁ ସେଥିରେ ଇଭି ଗ୍ରହଣୀୟତା ବୃଦ୍ଧି…