ଆସନ୍ତା ବର୍ଷ ଶେଷ ସୁଦ୍ଧା ୯୦ ହଜାର ଛୁଇଁବ ସୁନା

ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ…

ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ଆସନ୍ତାକାଲି ଅର୍ଥାତ୍‌ ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍‌ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼…

ପୁଣି ମହଙ୍ଗା କରିପାରନ୍ତି ସେମାନଙ୍କ ରିଚାର୍ଜ ପ୍ଲାନ୍

ଆଗାମୀ ଦିନରେ ଟେଲିକମ୍ କମ୍ପାନୀଗୁଡିକ ପୁନର୍ବାର ଉପଭୋକ୍ତାମାନଙ୍କୁ ଏକ ବଡ଼ ଝଟକା ଦେଇପାରନ୍ତି । ଟ୍ରାଇର ନୂଆ ପଲିସି ଯୋଗୁଁ ଏହି କମ୍ପାନୀଗୁଡିକ ପୁନର୍ବାର ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିପାରନ୍ତି ।ବାସ୍ତବରେ ଟେଲିକମ୍ ନିୟାମକ ନକଲି କଲ ଏବଂ ମେସେଜ୍ ସମ୍ବନ୍ଧରେ ଏକ ନୂଆ…

ସେଲ୍ଫ କନଫିଡେନ୍ସ କିପରି ବଢେଇବେ

ଅନେକ ବ୍ୟକ୍ତିଙ୍କ ପାଇଁ ଖୁସି ରହିବାର ସିକ୍ରେଟ୍ ହେଉଛି ଆତ୍ମବିଶ୍ୱାସ । ଆତ୍ମବିଶ୍ୱାସର ଅଭାବ ଦ୍ୱାରା ବ୍ୟକ୍ତି ନିଜକୁ ଅନ୍ୟଠାରୁ ଦୁର୍ବଳ ଭାବିଥାଏ । ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆଣିଥାଏ । ଏହା ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ନିଜ…

ସ୍ମୃତି ଇରାନୀଙ୍କୁ ବିଜେପିର ନୂଆ ଦାୟିତ୍ୱ

ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜେପିର କାର୍ଯ୍ୟକଳାପରେ ଆମେଥିର ପୂର୍ବତନ ସାଂସଦ ସ୍ମୃତି ଇରାନୀ ଅଂଶଗ୍ରହଣ କରୁଛନ୍ତି । ସେ ଜାତୀୟ ରାଜଧାନୀରେ ଦଳୀୟ ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରଜଣ କରୁଥିବା ଦେଖିବାକୁ ମିଳିଛି…

ଆସିଲା ମଙ୍କିପକ୍ସ ଟୀକା

ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହି ଟୀକାକୁ ମଞ୍ଜୁରୀ ଦିଆଯାଇଛି । ମଙ୍କିପକ୍ସ ବିପକ୍ଷରେ ଟୀକାକୁ ମଞ୍ଜୁରୀ ମିଳିବା ପରେ ଏହାସହ…

ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା। ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଆଜି ସକାଳେ ଘାଟରୁ ମାତ୍ର ୫ କିଲୋମିଟର ଯିବା ପରେ ଏହି ଘଟଣା ଘଟିଛି। ବୋଟ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ଟି ବାଇକ୍ ରହିଛି। ବୋଟ୍‌ରେ…

ଆଜିର ରାଶିଫଳ

ମେଷ: କିଛି ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। କୌଣସି ଖୁସି ଖବର ପାଇବେ। ଜମି ଦଲାଲଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇଯିବ। ମାଆ ନିଜର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ‌ ବୃଷ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ଆପଣଙ୍କ ପିଲା ବ୍ୟବସାୟରେ…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ: ଆଜି ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍

ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା ବାଲେଶ୍ଵର, ଭଦ୍ରକ , ସୁନ୍ଦରଗଡ, ଦେବଗଡ ଏବଂ…

ରିଲିଜ୍ ହେବ ଶାହାରୁଖଙ୍କ ‘କିଙ୍ଗ୍’

ଶାହାରୁଖ ଖାନ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି । ଅଗଷ୍ଟ ୨୦୨୪ରେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ‘ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ’ରେ ଯୋଗ ଦେବା ପରେ ଅଭିନେତା ନିଜେ ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନିଶ୍ଚିତ କରିଥିଲେ । ଏଥିସହିତ ଏହି ଫିଲ୍ମର ରିଲିଜ…