ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗଣଶିକ୍ଷାମନ୍ତ୍ରୀ

ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା, ବିଭିନ୍ନ ପ୍ରବେଶିକା ପରୀକ୍ଷାରେ…

ଫେରୁଛି ଫୋର୍ଡ କମ୍ପାନି

ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍‌ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ…

ବିକାଶ ପାଇଁ ଏକାଠି ହେଲେ ୧୫ ରାଜ୍ୟ

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସହଯୋଗରେ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଦୁଇଦିନିଆ ‘ମୌସୁମୀ ବୈଠକ’ ଆରମ୍ଭ ହୋଇଛି। ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସଂପଦର ବିକାଶ ପାଇଁ ଏହି ବୈଠକରେ ଦେଶର ୧୫ଟି ରାଜ୍ୟ ଏକାଠି ହୋଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି…

ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ

ଭାରତ ଏବଂ ପାକିସ୍ତାନ କ୍ରୀଡ଼ା କ୍ଷେତ୍ରରେ ମୁହାଁମୁହିଁ ହୁଅନ୍ତି, ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ଥାଏ। ଭାରତ-ପାକିସ୍ତାନ ମ୍ୟାଚ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ମଧ୍ୟରୁ ଅନ୍ୟତମ। କାରଣ ଏସବୁ ମ୍ୟାଚରେ ଉତ୍ତେଜନା ଶିଖରରେ ରହିଥାଏ। ଏହି କାରଣରୁ ଉଭୟ ଦେଶର ପ୍ରଶଂସକମାନେ…

ପାକିସ୍ତାନ କୁ ଝଟକା

ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ସେମାନଙ୍କ କଠୋର ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକଳ୍ପରେ ମିଳିବାକୁ ଥିବା ଚାଇନା ସହାୟତା ଉପରେ…

ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରକୁ କେନ୍ଦ୍ର ସରକାର ଶ୍ରୀ ବିଜୟପୁରମ୍ ନାମରେ ନାମିତ  କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି,  ଦେଶକୁ ଉପନିବେଶବାଦୀ ଛାପରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର…

୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା

ଦକ୍ଷିଣପୂର୍ବ ବାଂଲାଦେଶ ଉପକୂଳ ଉପରେ ସୃଷ୍ଟି ହୋଇଥିବା  ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହୋଇଛି। ରାତି ୮ଟା ସୁଦ୍ଧା ଅବପାତଟି ବାଂଲାଦେଶର ପାଟୁଆଖଲିର ଦକ୍ଷିଣପୂର୍ବକୁ ୬୦ କିମି, ପଶ୍ଚିମବଙ୍ଗର କାନ୍ନିଙ୍ଗର ପୂର୍ବ ଦିଗକୁ ୨୨୦ କିମି ଓ କଲିକତାର…

ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ

ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି ୧୬ ସେପ୍ଟେମ୍ବର ୨୦୨୪ରେ କନ୍ୟା ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ୧୬ ସେପ୍ଟେମ୍ବର ସନ୍ଧ୍ୟା ୭ଟା ୨୯ ମିନିଟରେ ହେବ । ଏହାପରେ ୨୩ ସେପ୍ଟେମ୍ବର ୨୦୨୪ରେ ବୁଧ ଗ୍ରହ ନିଜ ରାଶି କନ୍ୟା ରାଶିରେ ପ୍ରବେଶ କରିବେ । ଏହି ପ୍ରକାରେ କନ୍ୟା…

ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’

ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି…

ଦୁଇ ଜଣଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି

ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପସିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ 2 ଜଣଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି ।  ଏହି ଦୁର୍ଘଟଣାରେ ଜଣେ ଜୋତା ମରାମତି ଦୋକନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି । ପୋଲିସ ଗାଡ଼ିର ଡ଼୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ସୁଚନା…