ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା

ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।  ଚଳଚଞ୍ଚଳ ହୋଇପଡିଛି ବନ୍ଦର ନଗରୀ ପାରାଦୀପ। ପାରାଦୀପର ଛୋଟ ବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା…

ପୁଣି ଟ୍ରମ୍ପଙ୍କୁ ଗୁଳିମାଡ଼

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ହତ୍ୟା ଉଦ୍ୟମ ହୋଇଛି। ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ତେବେ ଟ୍ରମ୍ପଙ୍କ ଦେହରେ ଗୁଳି ବାଜି ନାହିଁ। ସେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ…

କନଷ୍ଟେବଳ ପଦବୀରେ ନିଯୁକ୍ତି ସୁଯୋଗ

ବର୍ତ୍ତମାନର ନିଯୁକ୍ତି ଡ୍ରାଇଭ ଅଧୀନରେ ଓଡି଼ଶା ପୋଲିସ ଡିପିଓ କ୍ୟାଡରରେ ଜୁନିଅର କ୍ଲର୍କ ଏବଂ ରାଜ୍ୟର ବିଭିନ୍ନ OSAP / SIR / IR / SS ବାଟାଲିୟନରେ କନଷ୍ଟେବଳ ନିଯୁକ୍ତ କରିବାକୁ ଯାଉଛି। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଓଡି଼ଶା ପୋଲିସ୍ ମିନିଷ୍ଟ୍ରିୟାଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ…

ଦୁର୍ବଳ ହେଉଛି ଲଘୁଚାପ

ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ସୁଭଦ୍ରାର ଶୁଭାରମ୍ଭ ପାଇଁ ଖୋଲିବନି ସ୍କୁଲ-କଲେଜ

ଆସନ୍ତା ୧୭ ତାରିଖରେ ମହିଳା ବିକାଶଭିମୁଖୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ୧୭ ତାରିଖ ଦିନ ପାଇଁ ବର୍ତ୍ତମାନ ଭୁବନେଶ୍ୱରର ବିଶ୍ୱବିଦ୍ୟାଳୟକୁ ମଧ୍ୟ ବନ୍ଦ ରଖିବାକୁ…

ରାହୁଲ କୁଆଡ଼େ ଯିବେ ?

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ଅଧିନାୟକ କେଏଲ୍ ରାହୁଲ କୁଆଡ଼େ ଯିବେ । କୁହାଯାଉଛି ସେ ଅନ୍ୟଟିମକୁ ଯିବେ ।  ତାଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି  ଦଳ ମାଲିକ ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି…

ପାକିସ୍ତାନରେ ବଦଳିପାରେ ସରକାର

ପାକିସ୍ତାନରେ ବଦଳିପାରେ ସରକାର । ଗୋଟେ ପଟେ ଇମ୍ରାନଙ୍କ ଦଳ ଆନ୍ଦୋଳନ କରୁଛି । ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ଶେହବାଜ ସରିଫ ସରକାର ଓ ନିର୍ବାଚନ ଆୟୋଗଙ୍କ ‘ଜାଲିଆତି’ ବିରୋଧରେ  ରାୟ ଦେଇଛନ୍ତି। ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍‌କୋର୍ଟ ଖପା ହୋଇଛନ୍ତି । କୋର୍ଟ କମିସନଙ୍କ…

ରାଶିଫଳ

ମେଷ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳତା ବଜାୟ ରହିବ। ପ୍ରେମିକ ପ୍ରେମିକା ଭ୍ରାନ୍ତ ଧାରଣା ଦୂର କରିବେ। ପାରିବାରିକ ଜୀବନ ଠିକଠାକ୍ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ଅଫିସରେ ବନ୍ଧୁ ସହିତ ହସଖୁସିରେ ସମୟ…

ବନ୍ଧୁତ୍ବ ନିଭାଇଲେ ମୁକେଶ

ଗଣେଷ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି  ଅଭିନେତା ରଣବୀର ସିଂହ  ଓ ଅଭିନେତ୍ରୀ  ଦୀପିକା ପାଦୁକୋନ   । ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୁରା ବଲିଉଡ଼ ଦୁହିଁଙ୍କ ଶୁଭେଚ୍ଛା ଜଣାଇଛି । ଅନେକ ସେଲିବ୍ରିଟି ମିଡ଼ିଆରେ ଶୁଭେଚ୍ଛା ବାର୍ତା  ଦେଇଥିବା ବେଳେ…

ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ବାତିଲ୍‌

ବାରମ୍ବାର ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ୬ଇ୧୩୦୩ ବିମାନକୁ ୫ ଘଣ୍ଟା ବିଳମ୍ବ ପରେ ବାତିଲ୍‌ କରାଯାଇଛି। ବିମାନଟିକୁ ଉଡ଼ାଣ ଭରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯିବା ସତ୍ତ୍ବେ ଏଥିରେ ସଫଳ ନହେବାରୁ ‌ଶେଷରେ ବିମ‌ାନ ବିତିଲ୍‌…