ବୋଲିଂ ବାହିନୀର ମିଳିତ ଆକ୍ରମଣରେ ବାଂଲାଦେଶ ହେଲା ଘାଇଲା: ହାର୍ଦ୍ଦିକ, ସୂର୍ଯ୍ୟଙ୍କ କମାଲ
ଗ୍ବାଲିୟର୍: ବୋଲିଂ ବାହିନୀ ଦେଲେ ବିଜୟ । ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ର ବଡ଼ ବିଜୟ ପାଇଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ…