ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖ ଦିନ ଘୋଷଣା ହେବ। ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥାର ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ଜାରି ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ…

କମିଲା ଭିଭୋ ଫୋନ

ଚଳିତ ବର୍ଷ ଜୁଲାଇରେ ଭିଭୋ ଲଞ୍ଚ କରିଥିବା ବଜେଟ୍ ସ୍ମାର୍ଟଫୋନ୍ Y28s 5Gର ଦାମ କମାଇଛି । ଏହି ଫୋନ୍ ଭିଭୋ Y28e 5G ସହିତ ଲଞ୍ଚ କରାଯାଇଥିଲା । କିନ୍ତୁ କମ୍ପାନୀ Y28e ର ମୂଲ୍ୟ କମାଇନାହିଁ । ଏହି ଭିଭୋ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୧୨୮GB, ୬GB RAM +…

ବିଶ୍ୱ ଦେଖିବ ପରିଦର୍ଶନ ପଛର କାରଣ

ଚଳିତ ମାସ ମଧ୍ୟଭାଗରେ ପାକିସ୍ତାନ ଗସ୍ତ କରିବି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସରକାର ମୁଖ୍ୟଙ୍କ…

ଗଭୀର ପାଣିରେ ବୁଡ଼ିଗଲା ଜାହାଜ

ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆର

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍‌କୁ ନେଇ ଚିନ୍ତା ଘାରିଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ର ନୂଆ ପିଚ୍‌ ଧିମା ରହିବା ଆଶଙ୍କା ଅଛି। ତେଣୁ ପିଚ୍‌ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ…

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ…

ଲେବାନନ୍‌ରେ ଇସ୍ରାଏଲ ଏୟାର୍ ଷ୍ଟ୍ରାଇକ୍‌ ଜାରି

ହେଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ ବୃଦ୍ଧି ପାଇଛି। ବେରୁତ ଓ ଲେବାନନ୍‌ର ଦକ୍ଷିଣ ସହରଗୁଡ଼ିକରେ ବୋମାମାଡ଼ ଜାରି ରହିଥିବା ବେଳେ ଇସ୍ରାଏଲ ସେନା ଶନିବାର ଲେବାନନ୍‌ର ଉତ୍ତରାଞ୍ଚଳକୁ ଆକ୍ରମଣ ସମ୍ପ୍ରସାରିତ କରିଛି। ଶନିବାର ସକାଳେ ଉତ୍ତରର ତ୍ରିପୋଲି ସହରରେ ହୋଇଥିବା ଆକ୍ରମଣରେ ହମାସର…

୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ…

ଆଜି ଭାରତ-ପାକିସ୍ତାନ ଲଢ଼େଇ: କିଏ ମାରିବ ବାଜି !

ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକସ୍ତାନକୁ ଭେଟିବ ଭାରତ। ଅନ୍ୟତମ ଟ୍ରଫି ଦାବିଦାର ଭାବେ ଭାରତ ଏହି ପ୍ରତିଯୋଗିତାକୁ ଯାଇଥିବା ବେଳେ ହର୍ମନପ୍ରୀତ କୌରଙ୍କ ଦଳକୁ ନିଜ ଅଭିଯାନ ଟ୍ରାକ୍‌ରେ ରଖିବା ଲାଗି ପାକିସ୍ତାନକୁ ହରାଇବା ନିହାତି ଦରକାର । ଆଜିର ମ୍ୟାଚ କର ବା ମର ଭଳି । ଆଜି ଯଦି…

ପୂଜାରେ ଗଡ଼ିବନି କି ବସ ! ଘରୋଇ ବସ ମାଲିକ ସଂଘ ଦେଲା ଚେତାବନୀ

ଆମ ଦାବି ପୂରଣ କର । ନହେଲେ  ପୂଜାରେ ଗଡ଼ିବନି ବସ୍‌। ଏପରି ଚେତାବନୀ ଦେଇଛି ବସ ମାଲିକ ସଂଘ ।  ଆଜି ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସଂଘ କହିଛି। ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ…