ସରିଲା ଐତିହାସିକ ବାଲିଯାତ୍ରା
ଐତିହାସିକ ବାଲିଯାତ୍ରାରେ ଶନିବାର ଶେଷ ଦିବସରେ ଜନ ସମାଗମ ହେବା ନେଇ ଢେର ଆଗରୁ ବାରି ହୋଇପଡ଼ୁଥିଲା। ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ଯାଇଥିଲେ। ଏପରି ସ୍ଥିତି ହୋଇଥିଲା ଯେ, ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ଅଟକାଇ ରଖିବାକୁ ପୁଲିସ ବାଧ୍ୟ ହୋଇଥିଲା।…