ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ୍‌

ଆଇପିଏଲ୍‌ର ପରବର୍ତ୍ତୀ ତିନି ଋତୁ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍‌ ଋତୁ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ ମେ’ ୩୧ ଓ ୨୦୨୭ରେ ମାର୍ଚ୍ଚ ୧୪ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌ ଅନୁଷ୍ଠିତ…

ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ

 ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ଖୋଲିଛି ପୋଷ୍ଟାଲ ବାଲାଟ , ପ୍ରାରମ୍ଭିକ ଟ୍ରେଣ୍ଡ ଖୋଲିବା ପରେ ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ ରହିଛି  । ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ  ,ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ…

ବିଳମ୍ବିତ ରାତିରେ ବବି ଦାସଙ୍କ ଭାଇ ଭବ ପ୍ରସାଦଙ୍କୁ ଉଠାଇନେଲା ପୋଲିସ

ହିଂମାଶୁ ଖେଖର ସାହୁଙ୍କୁ ଆକ୍ରମଣ ଘଟଣା । ଘଟଣାରେ ସମୃକ୍ତ ଥିବା ବବି ପ୍ରସାଦ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଛନ୍ତି । ଧର୍ମଶାଳା ବିଧାୟକ ସିଧାସଳଖ ଏ ନେଇ ଅଭିଯୋଗ କରିଥିଲେ  । ପୋଲିସ ଉଠାଇ ନେବା ପରେ ଯାଜପୁର ସହରରୁ ୪୦ରୁ ୫୦…

ଆଜି ଆସିବ ମହାରାଷ୍ଟ୍ର ,ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ

ଆସିବ ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ତେବେ ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ, ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ, ତାହା ଆଜି ହିଁ ନିଶ୍ଚିତ ହେଇଯିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ପାଇଁ ସଂଗଠିତ ହେଉଛି ବାଦଲ ଖଣ୍ଡ । ଏଣୁ ଆଉ ଥରେ ଏକ ବାତ୍ୟା ନେଇ ପୂର୍ବାନୁମାନ କରାଯାଉଛି । କିନ୍ତୁ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାକୁ ନାହିଁ । ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର କୌଣସି ପ୍ରଭାବ ।…

ଟଳି ପଡିଲେ ୧୦ ମାଓବାଦୀ

ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଅଞ୍ଚଳରେ ଯବାନଙ୍କ ଗୁଳିରେ ୧୦ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ ବିପୁଳ ବିସ୍ଫୋରକ ଜବତ ହୋଇଛି । ଆଜି ସକାଳୁ ଚାଲିଥିଲା ଯବାନଙ୍କ ସର୍ଚ୍ଚ ଅପରେସନ…

ବଦଳିବ ଯୁକ୍ତ୨ ମୁଲ୍ୟାଙ୍କନ ଢାଞ୍ଚା

ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ବଦଳିପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ୨ ଛାତ୍ର ଛାତ୍ରୀ । ୨୦ ମାର୍କର ଦେବେ ଆସେସମେଣ୍ଟ ପରୀକ୍ଷା। ଉଭୟ…

ଡିସିପି ଅଫିସରେ ହାତାହାତି ହେଲେ୍ ମନୋଜ ଓ ବବି

ମନୋଜ ମିଶ୍ର ଓ ବବି ଇସଲାମ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଡିସିପି ଅଫିସରେ ହତାହାତି ହେଲେ ମନୋଜ ଓ ବବି । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି , କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ…

ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ: ଏଲଆଇସି ହରାଇଲା 8700 କୋଟି

ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଉପରେ ପଡ଼ିଛି। ଆଦାନୀ ଗ୍ରୁପ୍‌ର ୭ଟି କମ୍ପାନିରେ ଏଲ୍‌ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍‌ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ୨୦୨୪ ସେପ୍ଟେମ୍ବରର ସୂଚନା…

ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଛି

ସଙ୍ଗୀତକାର ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବେ ସାୟରାଙ୍କୁ ଭରଣପୋଷଣ କେତେ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇସ୍ଲାମ ବିବାହରେ ମେହେର ରାଶି ଧାର୍ଯ୍ୟ ହୁଏ। ଏହାକୁ ନେଇ ବିଧିବଦ୍ଧ କାଗଜପତ୍ର ହୁଏ ଓ ଏଥିରେ ଉଭୟପକ୍ଷ ଦସ୍ତଖତ କରନ୍ତି। ବିବାହ…