ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଦଳାଚକଟା

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଦେଶବ୍ୟାପୀ ବିଭିନ୍ନ ସିନେମା ହଲରେ ଏହି ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକମାନେ ଆଗୁଆ ଟିକଟ ବୁକିଂ କରିଛନ୍ତି। ତେବେ ହାଇଦ୍ରାବାଦରେ ବୁଧବାର ରାତିରେ ଏହାର ପ୍ରିମିୟର ଶୋ’ ବେଳେ…

ଆଜି ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ଆଜି ଓୟୁଏଟି ସମାବର୍ତ୍ତନ ଉତ୍ସବ ଏବଂ ଭୁବନେଶ୍ବର କୋର୍ଟ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ହେଲିକପ୍ଟର ଯୋଗେ ବାହାରି ୧୦.୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।…

ତୃତୀୟ ଥର ପାଇଁ ମହାରାଷ୍ଟ୍ରର ଶାସନ ଭାର ସମ୍ଭାଳିବେ ଫଡନାବିସ୍, ଆଜି ନେବେ ଶପଥ

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ଦ୍ବିତୀୟ ପାଳି ସରକାର ଗଠନ ପ୍ରକ୍ରିୟା ବୁଧବାର ଚୂଡାନ୍ତ ହୋଇଛି। ଦେବେନ୍ଦ୍ର ଫଡନାବିସ୍ ମେଣ୍ଟ ସରକାରର ନେତା ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ମହାୟୁତି ମେଣ୍ଟର ନେତାମାନେ ରାଜ୍ୟପାଳ ସି.ପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ…

୨୫ ତାରିଖରେ ସୁଭଦ୍ରା ଟଙ୍କା

ଆସନ୍ତା ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ  ଟଙ୍କା ମିଳିବ ।  ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ  ଅଦ୍ୟାବଧି ସହାୟତା ପାଇପାରିନଥିବା  ଦରଖାସ୍ତକାରୀଙ୍କ ଆବେଦନ ଯାଂଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଡିସେମ୍ବର…

ଏମ୍‌ସ ଭୁବନେଶ୍ୱରରେ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ

ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ…

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ…

ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାର ପରାକ୍ରମକୁ ଭାରତ ସମେତ ପୂରା ବିଶ୍ବ ଦେଖୁଛି

ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌…

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼

ବୁଧବାର ଅମୃତସରର ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଶିରୋମଣି ଅକାଲୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ଚାଳନା ହୋଇଛି। ଜାଣିବାକୁ ମିଳିଛି ଯେ ତାଙ୍କ ଉପରକୁ ପୂର୍ବତନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ଆତଙ୍କବାଦୀ ଗୁଳି…

ଶେୟାର ବଜାର କାରବାରରେ ବୃଦ୍ଧି

କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ…

ଗୁରୁବାର ଶପଥ ନେବେ ଦେବେନ୍ଦ୍ର ଫଡନବିସ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦେବେନ୍ଦ୍ର ଫଡନବିସଙ୍କୁ ଚୟନ କରାଯିବା ପରେ ରାଜ୍ୟରେ ସରକାର ଗଠନ କରିବା ଲାଗି ମହାୟୁତି ମେଣ୍ଟ ବୁଧବାର ରାଜ୍ୟପାଳଙ୍କୁ ଭେଟିଛି। ମେଣ୍ଟ ସହଯୋଗୀ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ, ବିଜେପି ବିଧାୟକ ଦେବେନ୍ଦ୍ର ଫଡନବିସ ଏବଂ ଏନସିପି ମୁଖ୍ୟ…