ହିଂସା ପାଇଁ ଡ୍ରୋନରେ ଅସ୍ତ୍ର ପଠାଉଛି ପାକିସ୍ତାନ

ଜମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନ ଏବେ ନୂଆ ରଣନୀତି ଆରମ୍ଭ କରିଛି । ଆତଙ୍କବାଦୀମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଏବେ ଡ୍ରାେନର ବ୍ୟବହାର କରୁଛି । । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ

ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିିଆଇ ଚଢଉ କରିଛି । ବେଆଇନ ମଦ ନୀତିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଏହି ଚଢ଼ାଉ କରିଛି ସିବିଆଇ । ମଦ ଲାଇସେନସ ନେଇଥିବା ଲୋକଙ୍କୁ ସରକାର ଲାଭ ପହଁଚାଇଥିବା ପ୍ରମାଣ ମିଳିବା ପରେ ଏହି ଚଢ଼ାଉ

ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ

ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଡ୍ରଗସ ରୋକିବା ପାଇଁ ସମୀର ଅନେକ ଦିନରୁ କଡା କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ତାଙ୍କ ପଛରେ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ଅନୁଧ୍ୟାନ

ରାଜ୍ୟର ଅନେକ ଅଞ୍ଚଳ ପାଣିଘେରରେ ଥିବାବେଳେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକାଶମାର୍ଗରୁ ପାଣିଘେରରେ ଥିବା ଜିଲ୍ଲାର ବନ୍ୟା ସ୍ଥିତି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । https://twitter.com/ANI/status/1560220688749051904 ଲଗାଣ

ପୁଣି ଲଘୁଚାପ , ପୁଣି ବର୍ଷା: ସତର୍କ ରହିବା ଜରୁରୀ

ପୁଣି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । https://twitter.com/mcbbsr/status/1560193970063298560?s=20&t=-tX220El3hzL65Wid8vXZg 4 ଦିନ ବର୍ଷା ବନ୍ଦ ହେବା ପରେ ପୁଣି ବର୍ଷା ହୋଇଥିବାରୁ ଲୋକେ

ଜିମ୍ବାଓ୍ଵେ ବିପକ୍ଷରେ ଭାରତ ଜିତିଲା

ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଚାଲିଥିବା ପ୍ରଥମେ ଓ୍ବାନଡେରେ ଭାରତ ବିଜୟୀ ହୋଇଛି । ଜିମ୍ବାଓ୍ବେ 40.3 ଓଭରରେ 189 ରନ କରି ଅଲଆଉଟ ହୋଇଥିବା ବେଳେ ଭାରତ କୈାଣସି ଉଇକେଟ ନହରାଇ ମ୍ୟାଚ ଜିତି ଯାଇଛି।

ଋଷ ଗସ୍ତରେ ଅଜିତ୍ ଡୋଭାଲ

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨ ଦିନିଆ ଋଷ ଗସ୍ତ କରିଛନ୍ତି  । ଋଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଡୋଭାଲଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜନୈତିକ ଦୃଷ୍ଟିକୋଣକୁ ନେଇ ଦୁଇଦେଶ ମଧ୍ୟରେ  ରୁଷ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁସେଭଙ୍କ ସହ ସାକ୍ଷାତ କରି

ନିର୍ବାଚନ ପାଇଁ ରଣନୀତି: ମହାରାଷ୍ଟ୍ର ଯାତ୍ରାରେ ବାହାରିବେ ଆଦିତ୍ୟଠାକରେ

ସରକାରରୁ ଯିବା ପରେ ଏବେ ଆଦିତ୍ୟ ଠାକରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନିଜ ସପକ୍ଷକୁ ଆଣିବାକୁ ନୂଆ ରଣନୀତି କରିଛନ୍ତି । ମହାରାଷ୍ଟ୍ର ଯାତ୍ରାରେ ବାହାରିବାକୁ ସେ ଘୋଷଣା କରିଛନ୍ତି । ଶିବସେନା ବିଧାୟକ ଆଦିତ୍ୟ ଠାକରେ ଏବେ ପୁଣି ଦଳକୁ ଏକଜୁଟ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଭୋଟ

ଆଜି ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ସାରା ଭାରତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ମଥୁରା ଠାରୁ ଆରମ୍ଭ କରି ସାରା ଭାରତରେ ଆଜି ଉତ୍ସବମୁଖର ହୋଇଉଠିଛି । ଅଧର୍ମର ନାଶ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ପୃଥିବୀ ପୃଷ୍ଣରେ ଜନ୍ମ ନେଇଥିଲେ । ଦ୍ୱାପରଯୁଗରେ ପ୍ରବଳ

ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ ହୀରାକୁଦ ଜଳ

ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ। ହୀରାକୁଦ ଜଳ ମିଶିବା ପରେ ମୁଣ୍ଡଳିରେ  ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ସେ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ