ବୃଦ୍ଧି ପାଉଛି ଜଳସ୍ତର
ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା ଦେଖା ଦେଇଛି। ଏ ନେଇ ଟ୍ବିଟ୍ କରି ଏସଆରସି ସୂଚନା ଦେଇଛନ୍ତି। ରାତି ୮ଟା ସୁଦ୍ଧା ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୪ଟି ଟି ଗେଟ୍ ଖୋଲାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ବନ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ବର!-->…