ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ

ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍‌ ଓ ମିସାଇଲ୍‌ ଟ୍ରାକିଂ ଜାହାଜ। ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ

ଟିଆର୍‌ଏସ୍‌ ନେତାଙ୍କୁ ହତ୍ୟା

ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍‌ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ

ବୀର ସାବରକର ଓ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ

କର୍ଣ୍ଣାଟକରେ ବୀର ସାବରକର ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ଗଣ୍ଡଗୋଳ ହୋଇଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ ପିଟା ହେବା ପରେ ସହରରେ ଧାରା ୧୪୪ ଲାଗୁ ହୋଇଛି।

ବନ୍ୟା ସ୍ଥିତି ସମୀକ୍ଷା: ସତର୍କ ରହିବାକୁ ପରାମର୍ଶ

ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବନ୍ୟା ଆସିବାକୁ ନେଇ ଆଲୋଚନା ହୋଇଛି ।

ଲଗାଣ ବର୍ଷା ପରେ ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର

ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର । ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର, ଜଳସ୍ତର ୨୭.୧୫ ମି । ସେହିପରି ଆଳିପିଙ୍ଗଳରେ ଦେବୀ ନଦୀର ଜଳସ୍ତର ବୃଦ୍ଧି

ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ

ଭାରତକୁ ବଡ ଝଟ୍‌କା। AIFF ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ FIFA। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି। ଗଣତାନ୍ତ୍ରିକ

ଏଥର ବନ୍ଦେ ମାତରମ୍

ଏଥର ହାଲୋ ନୁହେଁ ବନ୍ଦେ ମାତରମ୍ । ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ପରେ ଗତକାଲି ବିଭାଗ ବଣ୍ଟନ କରାଯାଇଛି । ଆଉ ଏହା ସହିତ ଆସିଛି ଏକ ନୂଆ ନିର୍ଦ୍ଦେଶ । ଆଉ ଫୋନ କଲ ଉଠାଇ ହାଲୋ ନୁହେଁ ବରଂ ବନ୍ଦେ ମାତରମ୍ କହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।ମହାରାଷ୍ଟ୍ରର ସମସ୍ତ ସରକାରୀ

ଜୟ ଅନୁସନ୍ଧାନ ଡାକରା ଦେଲେ ମୋଦୀ

ନିଜ ଭାଷାକୁ ନେଇ ଗର୍ବ ହେବା ଦରକାର । ଏହା ଆମକୁ ଆମ ପୂର୍ବଜଙ୍କ ମାନଙ୍କ ଠାରୁ ମଳିଛି । ତେଣୁ ଏହାକୁ ନେଇ ଆମେ ଗର୍ବ କରିବା ଦରକାର । ଆଜି ଦେଶ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରେ ଭାରତବାସୀ ମାନଙ୍କୁ ଉଦଭୋଦନ

ମୁକେଶ ଆମ୍ବାନୀଙ୍କ ପୁରା ପରିବାରକୁ ସମାପ୍ତ କରିଦେବାକୁ ଧମକ

ଦେଶରେ ବୃହତ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କୁ କେହି ଜଣେ ଅଜଣା ଲୋକ ୮ ଥର ଫୋନ କରି ପୁରା ପରିବାରକୁ ୩ ଘଂଟା ମଧ୍ୟରେ ଶେଷ କରିଦେବାକୁ ଧମକ ଦେଇଛି । ଗଣମାଧ୍ୟମର ସୂଚନା ମୁତାବକ ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସପ୍ଲେ ନମ୍ବରକୁ କେହି ଅଜଣା ବ୍ୟକ୍ତି ୮ ଥର ଫୋନ କରି ଏଭଳି ଧମକ ଦେଇଛନ୍ତି

ପରିବାରବାଦ ଦେଶପାଇଁ ଘାତକ

ସୋମବାର ସାରାଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ସମ୍ବୋଧନ କରିଥିଲେ । ତେବେ ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଭାଇ-ଭାଇ ଏବଂ ପରିବାରବାଦକୁ ନିଶାନା କରିଥିଲେ । ମୋଦୀ କହିଥିଲେ, ପରିବାରବାଦ ଦେଶପାଇଁ ଘାତକ