ସଂଗ୍ରାମଙ୍କ ସଂଗ୍ରାମ କଂଗ୍ରେସ ପାଇଁ ପ୍ରେରଣା ହୋଇ ରହିବ

ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ସ୍ମୃତି ସଂସଦର ସଭାପତି ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏକ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ ହୋଇଥିଲା । ସ୍ୱର୍ଗତ ସଂଗ୍ରାମ

ଦେଶର ଶ୍ରେଷ୍ଠ ପାଂଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା

ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (ଏସ୍‌ବିଏମ୍ - ଜି) ଆଜି ଆଉ ଏକ ମାଇଲ୍‌ଖୁଂଟ ସ୍ଥାପନ କରିଛି । ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍‌) ଗ୍ରାମ ଭାବେ ଘୋଷିତ କରିଛନ୍ତି । ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଅମିତ ରୋହିଦାସ ସମ୍ମାନିତ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ମୁଖ୍ୟାଳୟ ରେଳସଦନ ଠାରେ ଏହାର ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଳପଥ କ୍ରୀଡା ସଂଗଠନର (ଇକୋର) ସଭାପତି ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ

ପୂର୍ବତଟ ରେଳ ଦ୍ବାରା ସଦଭାବନା ଦିବସ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଏବଂ ସମସ୍ତ ରେଳମଣ୍ଡଳ ମାନଙ୍କ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି I ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନେ

ବର୍ଷାରେ ବେହାଲ ଉତ୍ତରାଖଣ୍ଡ

 ବର୍ଷା ଏବେ ଭାରତର ଅନେକ ରାଜ୍ୟରେ ଉତ୍ପାତ କରୁଛି । ଲଗାଣ ବର୍ଷା ଓଡ଼ିଶା ସମେତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବେଗରେ ବର୍ଷୁଛି । ଉତ୍ତରାଖଣ୍ଡରେ ଅନେକ ରାସ୍ତା ଧୋଇଯାଇଥିବା ବେଳେ ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ବାଦଲ ଫଟା

ସିଶୋଦିଆ କହିଲେ, ସିବିଆଇ ଗିରଫ କରିପାରେ!

ସିବିଆଇ ରେଡ୍‌ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍‌ରେ ସେ ଭୟଭୀତ ନୁହଁନ୍ତି । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିପାରେ । ଦିଲ୍ଲୀ ଅବକାରୀ ନୀତିରେ ଦୂର୍ନୀତି ହୋଇଥିବା ଅଭିଯୋଗ ପରେ ମନିଶ ସିଶୋଦିଆଙ୍କ

ମନ କି ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା

ରୋହିଙ୍ଗ୍ୟା ବେଆଇନ ବିଦେଶୀ

ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍‍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ

ଗୁଜବ ପ୍ରସାର କରୁଥିବା ଆଠଟି ୟୁଟ୍ୟୁବ ଚାନେଲ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍‌ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି

ଆସୁଛି ବର୍ଷା: ଅବପାତର ରୂପ ନେଲା ଲଘୁଚାପ

ଆସୁଛି ପୁଣି ବର୍ଷା, ସଂଧ୍ୟା ସୁଦ୍ଧା ପୁଣି ଲଘୁଚାପ ବର୍ଷା ଓଡ଼ିଶାରେ ହେବ । ଆଇଏମଡି ଡିଜି ଏନେଇ ସୂଚନା ଦେଇଛନ୍ତି । ସଂଧ୍ୟାରେ ବାଲେଶ୍ୱର ଦେଇ ଗତି କରିବ ବର୍ଷା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ