ଭାରତୀୟ ଖେଳାଳିଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ

ଭାରତୀୟ ଖେଳାଳିଙ୍କୁ ପରଷା ଗଲା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ମ୍ୟାଚ୍ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡବିଚ୍। ସେ ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍‌ନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି

କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆସିବା ପରେ ବରିଷ୍ଠ ନେତାମାନଙ୍କ ଗହଣରେ ଦଳର ମୁଖ୍ୟକାର୍ଯ୍ୟାଳୟରେ ପଦ ସମ୍ବାଳିଛନ୍ତି ଖଡଗେ  ।

କ୍ୟାନସର ଭୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଲା ୟୁନିଲିଭର

ଆମେରିକାରେ ଏବେ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି । ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ନେଇ ଏବେ ଚାରିଆଡେ ଚର୍ଚା । ଏଭଳି ସମୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଛି କମ୍ପାନୀ । ପରୀକ୍ଷା

ଆଜିଠାରୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର

ଧାମନଗର: ଧାମନଗର ଉପନିର୍ବାଚନରେ କିଏ ମାରିବ ବାଜି ତାହା ଆଉ ଏକ ସପ୍ତାହ ପରେ ଜଣାପଡିବ । ଶେଷ ସପ୍ତାହରେ ପ୍ରଚାର ପାଇଁ ୩ ଦଳ ଏବେ କସରତ କରୁଛନ୍ତି । ଧାମନଗର ଉପନିର୍ବାଚନରେ ବିଜେପି ଏବଂ ବିଜେହି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚା ହେଉଛି । ଦୀପାବଳି ପର ଏବେ ନେତା ଓ

ମିଆଁମାର ସେନାର ଏୟାରଷ୍ଟ୍ରାଇକ

ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହରେ ସମସ୍ତେ ସାମିଲ୍ ହୋଇଥିଲେ। ସମାରୋହ ସ୍ଥଳରେ ସେନାର

ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ବେଶି ଦିନ ତିଷ୍ଠିଲା ନାହିଁ ହସଖୁସିର ସଂସାର। ମାତ୍ର ବର୍ଷକରେ ଛାରଖାର ହୋଇଗଲା। ଯେଉଁ ଘରକୁ ନିଜର ଭାବି ବର୍ଷେ ତଳେ ପାଦ ଦେଇଥିଲେ, ସେଠାରୁ ହିଁ ମିଳିଲା ନବବଧୂଙ୍କ ମୃତଦେହ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି।

୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି

ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଲାଗୁଛି। ଆଜିର ସୂର୍ଯ୍ୟପରାଗର ସୂତକ କାଳ ସକାଳ ୦୩.୧୭ ରୁ ଆରମ୍ଭ ହୋଇଛି। ସୂର୍ଯ୍ୟପରାଗର ସମାପ୍ତି ସହିତ ସୂତକ କାଳ ଶେଷ ହେବ। ସୂର୍ଯ୍ୟପରାଗ ପାଇଁ ସମସ୍ତ ମନ୍ଦିର ଦ୍ବାର ବନ୍ଦ ଅଛି । ସୂର୍ଯ୍ୟପରାଗ ସରିଲେ ମନ୍ଦିର ପୂଜା ଆରମ୍ଭ ହେବ । ସୂର୍ଯ୍ୟପରାଗ ପାଇଁ

ବଡ଼ୋଦରାରେ ହିଂସାକାଣ୍ଡ ଘଟଣାରେ 10 ଗିରଫ,ପୋଲିସ ଆଗରେ ପେଟ୍ରୋଲ ବମ୍ ଫୋପାଡିଲେ ଦୁର୍ବୁତ୍ତ

ବଡ଼ୋଦରା : ଗୁଜରାଟର ବଡ଼ୋଦରାରେ ଦୀପାବଳିରେ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଦୀପାବଳି ରାତିରେ ଜୋରଦାର ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବା ପରେ ଦୁର୍ବୁତ୍ତମାନେ  ପୋଲିସ ଆଗରେ ପେଟ୍ରୋଲ ବମ୍ ଫୋପାଡିଥିଲେ। ବଡୋଦରା ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଏକ ନାଟକୀୟ ମୋଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ

ବିଜେପିରେ ସାମିଲ ହୋଇପାରନ୍ତି ୨୨ ଶିବସେନା ବିଧାୟକ

ସରୁନି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦେବେନ୍ଦ୍ର ଫଡନାଭିସ ଦେଇପାରନ୍ତି ଝଟ୍‌କା। ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ପତ୍ରିକା