ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ଆଜି ଉନ୍ମୋଚନ ହେବ

ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରାରେ ନିର୍ମାଣ ହୋଇଛି। ଆଜି ଅପରାହ୍ନ 4ଟାରେ ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଉକ୍ତ ମୂର୍ତ୍ତିର

ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ଭାରତ ବିଜୟୀ

ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ମନଦୀପ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ମୋର ଏବଂ ଅଧିନାୟକ ହର୍ମନପ୍ରିତ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ନାଟମଣ୍ଡପରୁ ଖସିଲା ଦେଢ ଫୁଟର ପଥର

ପୁରୀ ଶ୍ରୀମନ୍ଦିର ରତ୍ନବେଦୀ ପଛ ପାଶ୍ୱର୍ରୁ ଚୁନ ଖସିବାର କିଛି ଦିନରେ ଏକ ବଡ଼ ପଥର ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ ନାଟମଣ୍ଡପରୁ ଏହି ପଥର ଖସିଥିବା ସୂଚନା ମିଳିଛି । ପଥରଟି ଦେଢ ଫୁଟ ଆକାର ଏବଂ ପ୍ରାୟ ୩ କିଲୋ ଓଜନର ବୋଲି କୁହାଯାଉଛି । ହେଲେ ଏହି ସମୟରେ ସେ ସ୍ଥାନରେ

ପାକିସ୍ତାନର ପରାଜୟ ପରେ ଦଳକୁ ଚାରିଆଡୁ ଉପହାସ କରାଯାଉଛି

ପର୍ଥ: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଉପହାସ କରାଯାଉଛି । https://twitter.com/virendersehwag/status/1585646667315179521?s=20&t=SGEm8n1cA-zX0RfrM9_ASg

୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ବର: ଭାରତ ଯୋଡୋ ଯାତ୍ରାର ସଫଳତାକୁ ନେଇ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବାବେଳେ ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ନେଇ

ଧଉଳି ଶାନ୍ତିସ୍ତୂପ ବିଶ୍ବଶାନ୍ତିର ପ୍ରଚାର କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖମନ୍ତ୍ରୀ କହିଛନ୍ତି, ଧଉଳି ଶାନ୍ତିସ୍ତୂପ ସାରା ବିଶ୍ବରେ ବିଶ୍ବଶାନ୍ତିର ପ୍ରତୀକ ଭାବେ ପ୍ରଚାର କରିଛି।

କଥା ହେଲେ ମୋଦି ଓ ସୁନକ, ମୁକ୍ତ ବାଣିଜ୍ୟ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ହୋଇପାରିବ । ଏନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହେବା ପରେ ଜଣାପଡିଛି । ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହେବାପରେ ଟୁଇଟ କରି ଦୁଇ ନେତା ଏହା

ଧାମନଗର ଉପନର୍ବାଚନ ପ୍ରଚାର ମୈଦାନରେ ଧର୍ମେନ୍ଦ୍ର ପ୍ରଧାନ

ଧାମନଗର: ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଉପନର୍ବାଚନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ତାଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସଂମ୍ବର୍ଧନା ଦେଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧାମନଗର ମେଡିକାଲ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଙ୍କ ଘରେ ଭିଜିଲାନସ ରେହ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ  ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲାର ୬ଟି

ଇରାନରେ ପୁଣି ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଲେ

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମୁନଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଆଠ ଜଣଙ୍କ ପ୍ରାଣ ଯାଇଛି। ହିଜାବ ନ ପିନ୍ଧି ପୁଲିସ୍‌ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ