ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକ

ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକ । ଏହି ଅବସରରେ ଓସିଏର ସଭାପତି ଭାବେ ଦାୟିତ୍ୱ ନେବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସଭାପତି ଭାବେ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପ୍ରଣବ ପ୍ରକାଶଙ୍କ ସମେତ ତାଙ୍କ

କୋଏମ୍ବାଟୁର କାର୍‌ ବିସ୍ଫୋରଣ ମାମଲାରେ ଏନଆଇଏ ଏଫଆଇଆର ଦାଖଲ କଲା

କୋଏମ୍ବାଟୁର: ରବିବାର କୋଏମ୍ବାଟୁରର ଏକ ମନ୍ଦିର ସମ୍ମୁଖରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ଏନଆଇଏ ଏନଆଇଏ ଏଫଆଇଆର ଦାଖଲ କରିଛି । ଆତଙ୍କବାଦୀ ଷଡ଼୍‌ଯନ୍ତ୍ର ଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଏହି ମାମଲାକୁ ତଦନ୍ତ ହାତକୁ ନେଇଛି ଏନଆଇଏ ।

ଟି ଟ୍ୱେଣ୍ଟି ବିଶ୍ୱକପରେ ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ସିଡନୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ୧୮୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡସ ୯ ଉଇକେଟସ ହରାଇ ୧୨୩ ରନ କରିବାକୁ ସମର୍ଥ ହୋଇଛି । ନେଦରଲ୍ୟାଣ୍ଡସ ଦଳର କୌଣସି

ଆଜିଠୁ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28, ଅକ୍ଟୋବର 2022 ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦେଶ ବିଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ଆସି ଭୁବନେଶ୍ବରରେ ପହଁଚିଛନ୍ତି ।

ନେଦରଲାଣ୍ଡ ବିପକ୍ଷରେ ଟସ ଜିତି ଭାରତ କରିବ ବ୍ୟାଟିଂ

ସିଡନି: ଆଉ କିଛି ସମୟ ପରେ ନେଦରଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋହିତ । ଏହି ମ୍ୟାଚରେ ବଡ଼ ସ୍କୋର କରି ଜିତିବାକୁ ଚ୍ୟେଷ୍ଟା କରିବ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଦ୍ବିତୀୟ ମୁକାବିଲା । ନେଦରଲାଣ୍ଡ ବିପକ୍ଷ

ସିଡନୀରେ ଜିତିବ ରୋହିତ ବାହିନୀ: ରୋହିତ

ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା ହେବାକୁ ଥିବାବେଳେ ଏହି ମ୍ୟାଚରେ ଭାରତ ବିଜୟୀ ହେବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଟି -20

ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଲା ଭାରତ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ବଢିଯାଇଛି । ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଛି ଭାରତ । ରୁଷ ସେନା ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଭାରତ ପକ୍ଷରୁ ଏପରି କୁହାଯାଇଛି । ଏପରି

ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି

ଭୁବନେଶ୍ବର: ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ବା ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ଭିଜିଲାନସ କୋର୍ଟଙ୍କ ସର୍ତ୍ତ ପୂରଣ କରି ପୀୟୂଷ ମହାନ୍ତି ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ ଶୁଣାଣି

ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜରେ ହେବେ ଅର୍ଚ୍ଚନା

ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହେବେ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇବ କମିଶନରେଟ ପୁଲିସ । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି । କିନ୍ତୁ ସୁରକ୍ଷାର ଆଳ ଦେଖାଇ