ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୁଜୁରାଟରେ ମୋରବୀରେ ଝୁଲାପୋଲ ଦୁର୍ଘଟଣାକୁ ୨୪ଘଣ୍ଟା ନପୁରୁଣୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗୁଜୁରାଟ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିକେଟ୍ ବିକ୍ରେତା, ସୁରକ୍ଷାକର୍ମୀ ଏବଂ ମରାମତି ଓ ନବୀକରଣ କାର୍ଯ୍ୟ କରୁଥିବା ଓରେଭା

ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ତ୍ରିମୁଖୀ ଲଢ଼େଇ

ଧାମନଗର: ଧାମନଗର ନିର୍ବାଚନରେ କିଏ ମାରିବ ବାଜି । ଆଜି ପ୍ରଚାର ସୁରୁଥିବା ବେଳେ ୩ ତାରିଖରେ ଭୋଟ୍‌ ହେବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଲଢ଼େଇ ହେବ । ନିର୍ବାଚନର ଦୁଇ ଦିନ ପରେ ୬ରେ ଗଣତି ହେବ ଭୋଟ । ଆଜି

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଅକ୍ଟୋବରରେ ବଙ୍ଗୋପସାଗରେ ଲାଗ ଲାଗ ଘୂର୍ଣ୍ଣିବଳୟ ହୋଇଥିଲା । ଏବେ ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।ଡ. ପଶୁପାଳକଙ୍କ ଆକଳନ କହୁଛି, ୪ତାରିଖରେ

ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି

ଆଜି ସର୍ଦ୍ଦାଲ ବଲ୍ଲଭାଇ ପଟେଲଙ୍କ ଜୟନ୍ତୀ। ଏହି ଅବସରରେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ପଟେଲଙ୍କ ଭବ୍ୟ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ମୋଦି କେୱଡିଆ ପରେଡ ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଅର୍ଚ୍ଚନା-ଜଗବନ୍ଧୁ ଝାରପଡ଼ା ଜେଲ୍‌ରେ ପୁଣି ସାକ୍ଷାତ କଲେ

ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ରବିବାର ପୁଣି ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପରସ୍ପରକୁ ଭେଟିଛନ୍ତି । ଜେଲ୍‌ରେ ଭେଟଘାଟ ବେଳେ ଉଭୟଙ୍କ ମୁହଁ ଶୁଖିଯାଇଥିଲା । ଦମ୍ପତ୍ତିଙ୍କ କୋଟି କୋଟି ଟଙ୍କାର ସମ୍ରାଜ୍ୟକୁ ନେଇ ଇଡି ଖୋଳତାଡ଼କୁ

ଧବଳେଶ୍ୱର ଝୁଲାପୋଲକୁ ନେଇ ଚିନ୍ତା

ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା

ଜମ୍ମୁକଶ୍ମୀର ପୁଲିସ ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି

ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର

ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି

ଗୁଜରାଟରେ ମୋର୍ବିରେ ଝୁଲା ପୋଲ ଛିଡିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୩୨ କୁ ବୃଦ୍ଧି ପାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ବୋଳି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି ।

ଶିକ୍ଷା ମନ୍ତ୍ରାଳୟ, ଫିଫା ଓ ଏଆଇଏଫ୍ଏଫ୍ ମଧ୍ୟରେ ବୁଝାମଣା

ଦେଶରେ ଫୁଟବଲ୍ ଫର ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ, ଫିଫା ଓ ସର୍ବ ଭାରତୀୟ ଫୁଟବଲ ସଂଘ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି, ଏଆଏଫ୍ଏଫ୍ର ସଭାପତି ଏହି ଏମ୍ଓୟୁରେ ସ୍ୱାକ୍ଷର କରିଛନ୍ତି । ଏହି

ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମସିର ଅଳିଆ ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସୁଣୀରେ ଅଳିଆ ଡମ୍ପିଂକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ସକାଳେ ଏଠାରେ ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଏମ୍‌ସି ଏହି ନିଷ୍ପତ୍ତି ନେଇଥିବା ମେୟର ସୁଲୋଚନା ଦାସ