ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ

ସୋମାଲିଆ ରାଜଧାନୀ ସୋମାଲିଆରେ ଦୁଇଟି କାରରେ ଆତ୍ମଘାତୀ ବିସ୍ଫୋରଣ ସହ ଗୁଳି ବିନିମୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇପଡିଛନ୍ତି । ମୋଗାଦିଶୁର ରାଜଧାନୀରେ ଦୁଇଟି ପୃଥକ କାର ବିସ୍ଫୋରଣ ହୋଇଥିଲା। ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ସ୍ଥାନୀୟ

ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଧାମନଗରରେ ଜମୁଛି ନିର୍ବାଚନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଡେରା ପକାଇଛନ୍ତି ବରଷ୍ଠ ନେତା ମନ୍ତ୍ରୀ । ପ୍ରଚାର କରିବାକୁ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାର

ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ପ୍ରତିନିଧି । ରାଷ୍ଟ୍ରପତି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଦଶନ୍ଧି ଧରି ଭାରତ ଆତଙ୍କବାଦର ଶିକାର ହୋଇଆସୁଛି । ରାଷ୍ଟ୍ରପତି ଭବନ ଦ୍ୱାରା

ଜୟା ବଚ୍ଚନଙ୍କ ମନ୍ତବ୍ୟ ପୁଣି ଚର୍ଚ୍ଚାରେ

ପୁଣି ଚର୍ଚ୍ଚାରେ ଜୟା ବଚ୍ଚନଙ୍କ ମନ୍ତବ୍ୟ । ଏବେ ସେ ‘ହ୍ୱାଟ୍ ଦି ହେଲ ନବ୍ୟା’ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ଏପରି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି । ଜୟା

ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ

ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍ । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।ଯଦି ହିମାଚଳ

ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା । ଗିରଫ ହେଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ

ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ କେତେ ଜରୁରୀ

ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ପୋଲିସ ସଂସ୍କାରକୁ ନେଇ ଅନେକ ଆଲୋଚନା ହୋଇଛି । ତାହା ମଧ୍ୟରେ ପୋଲିସର ବେଶଭୂଷା ରହିଛି । ସ୍ବାଧୀନତା ପରଠାରୁ ଆଜି ଯାଏଁ ଭାରତ ବର୍ଷରେ ପୋଲିସର ବର୍ଦି ବଦଳିବା ନେଇ କିଛି ନିୟମ ନାହିଁ ।

ଭାରତ ସରକାର ଆଇଟି ନିୟମରେ ପରିବର୍ତ୍ତନ ଡିଜିଟାଲ ମିଡିଆରେ ସ୍ବଚ୍ଛତା ଆଣିପାରିବ କି?

ଭାରତ ସରକାର ଡିଜିଟାଲ ମିଡିଆ ପାଇଁ ନିୟମ କରିଛନ୍ତି । ଏଣିକି ଡିଜିଟାଲ ମିଡିଆ ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସାର୍ବଭୌମତ୍ୱର ନିୟମ ମାନିବାକୁ ବାଧ୍ୟହେବେ । ମନ ଇଚ୍ଛା , ଫେକ ନିଉଜ କରିଲେ

ଐତିହାସିକ ରାୟ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି

କଟକ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ। ବହୁ ବର୍ଷ

ପାଖେଇ ଆସୁଛି ଗୁଜରାଟ ନିର୍ବାଚନ, ରାଜନୀତି ସରଗରମ

ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା