ପାକିସ୍ତାନ ବ୍ୟାଟର୍ ରିଜଓ୍ବାନକୁ ପଛରେ ପକାଇ ୧ ନମ୍ବର ହେଲେ ସୂର୍ଯ୍ୟ
ଚମକୁଛନ୍ତି ସୂର୍ଯ୍ୟକୁମାର ଯାଦବ । ଗୋଟିଏ ବର୍ଷ ଭିତରେ ବିଶ୍ବର ବିଶିଷ୍ଟ ଖେଳାଳୀଙ୍କୁ ପଛରେ ପକାଇ ସେ ଏକ ନମ୍ବର ହୋଇଛନ୍ତି । କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସେ ଏବେ ଏକନମ୍ବରରେ ଅଛନ୍ତି ।
!-->!-->!-->…