ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ଭାରତ
ଭାରତୀୟ ପୁରୁଷ ଦଳ ହକି ପ୍ରୋ ଲିଗ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ୨୮ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ ୪-୩ ଗୋଲରେ ବିଜୟୀ ହୋଇଥିଲା । ଶୁକ୍ରବାର ପୁଣି ଦୁଇ ଦଳ ମୁହାଁମୁହିଁ ହେବେ । ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ରେ ବିଜୟୀ ହୋଇ ପୁଣି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ!-->…