ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ରାଲିରେ ଯାଉଥିବା ବେଳେ ଇମ୍ରାନଙ୍କୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା ।

ସରିଲା ଧାମନଗର ଉପନିର୍ବାଚନ

ଧାମନଗର: ସରିଲା ଧାମନଗର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି । କୌଣସି ବୁଥରେ ହିଂସାକାଣ୍ଡ ଘଟି ନାହିଁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇଲା ପାକିସ୍ତାନ

ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଥିଲା । ୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ପରେ ବର୍ଷା ହେବାରୁ ଟାର୍ଗେଟ ବଦଳିଥିଲା । ୧୪ ଓଭରରେ ୧୪୨ ରନ କରିଲେ ଜିତିଥାନ୍ତା ସାଉଥ ଆଫ୍ରିକା ।

ବିଧାନସଭା ଶୀତ ଅଧିବେଶନ ନଭେମ୍ବର ୨୪ରୁ

ଭୁବନେଶ୍ବର: ନଭେମ୍ବର ୨୪ରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଷୋଡଶ ବିଧାନସଭାର ୧୧ ତମ ଅଧିବେଶନ ପାଇଁ ଏହି ଘୋଷଣା କରାଯାଇଛି । ଏହି ଅଧିବେଶନରେ

ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆପଣ ଯଦି ଦିଲ୍ଲୀ ବୁଲିବାକୁ ପ୍ଲାନ କରିଛନ୍ତି ତେବେ ଏବେ ସେ ଚିନ୍ତା ଛାଡିଦିଅନ୍ତୁ । ଶୀତ ଦିନ ଆସିବା ପରେ ଦିଲ୍ଲୀର ବାୟୁମଣ୍ଡଳ ବିଷ ବଳୟ ସାଜିଛି । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ଅବସ୍ଥାକୁ ଆସିଯାଇଥିବାରୁ ଲୋକେ ଏଭଳି

ବିଏମସିି ମେୟରଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ୍ ସାଗର ମହାନ୍ତି

ଭୁବନେଶ୍ବର: ବିଏମସିି ମେୟର ସୁଲୋଚନା ଦାସଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ ସାଗର ମହାନ୍ତି । ଏନସିସିରେ ଛାତ୍ରଛାତ୍ରୀମାନେ ସାମିଲ ହେବା ନେଇ ଆଲୋଚନା କରିଥିଲେ । ଏନସିସି ରେ ସାମିଲ ହେଲେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଚାକିରି ମିଳିବା ସହ ଅନ୍ୟାନ୍ୟ ସୁବିଧା

ଗେହଲଟ ଓ ପାଇଲଟଙ୍କ ପୁଣି ବିବାଦ!

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ କ୍ଷମତା କନ୍ଦଳ ନୂଆ କଥା ନୁହେଁ । ଦୁଇ ବର୍ଷ ହେଲା ଏ ଦୁହିଁକ ମଧ୍ୟରେ ଚୈାକିକୁ ନେଇ ବିବାଦ ବଢିବାରେ ଲାଗିଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କରାଯିବ କହି 4 ବର୍ଷ ବିତିଯାଇଥିଲେ ମଧ୍ୟ ଗେହଲୋଟ ଗାଦି

ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା

ଡିସେମ୍ବର ୧ ଓ ୫ରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧

ଧାମନଗର ଉପନିର୍ବାଚନ : 11 ଟା ସୁଦ୍ଧା 22 ପ୍ରତିଶତ ଭୋଟିଂ

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଭୋଟରମାନେ ଉତ୍ସାହର ସହ ମତଦାନ କରୁଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଥିବା CEO ସୂଚନା ଦେଇଛନ୍ତି । ଆରମ୍ଭରୁ ୫ଟି ବୁଥ୍‌ରେ ସାମାନ୍ୟ ତ୍ରୁଟି ଥିଲା,

ଧାମନଗର ଉପନିର୍ବାଚନ ଲାଗି ନିୟୋଜିତ ପୋଲିଂ ଅଫିସରଙ୍କ ଅକାଳ ବିୟୋଗ

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। SCBରେ ଚିକିତ୍ସାଧୀନ