ବାଲେଶ୍ୱରରେ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ, ୪ ଅଟକ

ଆଜି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ଟି ଓ ବେଲି ଗୋପୀନାଥପୁର ଗ୍ରାମରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହିତ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୁଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ

ନଭେମ୍ବର ୨୩ରୁ ୩୦ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧

କଟକ: ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ସେହିପରି ୩୧୬ ନୋଡାଲ ସେଣ୍ଟର ପ୍ରଶ୍ନପତ୍ର କଡ଼ା

ଅଷ୍ଟ୍ରେଲିଆ ୪ ରନରେ ଆଫଗାନିସ୍ତାନକୁ ପରାସ୍ତ କଲା, ସେମିଫାଇନାଲ ଯିବା ସହଜ ନୁହେଁ

ଆଡିଲେଡ୍ : ଆଡିଲେଡଠାରେ ଅଷ୍ଟ୍ରେଲିଆକୁ ବହୁ କଷ୍ଟ ସ୍ବୀକାର କରି ଜିତିବାକୁ ପଡିଛି । ହାରୁ ହାରୁ ଜିତିଯାଇଛି ଅଷ୍ଟ୍ରେଲିଆ । ତେବେ ଏବେ ବି ଅଷ୍ଟ୍ରେଲିଆ ସେମିଫାଇନାଲ ଆଶା ଉଜ୍ଜ୍ବଳ ନାହିଁ । ଆସନ୍ତାକାଲି ଯଦି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ଅଷ୍ଟ୍ରେଲିଆ ସେମିଫାଇନାଲ ଯାଇପାରିବ

ଝୁଲା ପୋଲ ଦୁର୍ଘଟଣାରେ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗୁଜରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ରାଜ୍ୟରେ ଡିସେମ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିରୁ ବିରୋଧୀ ଜୋର୍‌ଦାର ଟାର୍ଗେଟ କରୁଛନ୍ତି। ଗୋଟିଏ ଘଡ଼ି କମ୍ପାନୀକୁ କେଉଁଭଳି ଭାବେ ପୋଲର ନବୀକରଣ କାର୍ଯ୍ୟ କରିବାକୁ ଦିଆଯାଇଥିଲା

ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ

ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ ପଞ୍ଜାବ

ଲକଡାଉନ୍ ଘୋଷଣା କଲେ ସରିଫ ସରକାର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ଜାରି ରହିବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ

ଦେଶ ପାଇଁ ବିପଦ ଖଲିସ୍ତାନୀ

ଦେଶରେ ହିଂସା ପାଇଁ ଚାହୁଁଛି ଖଲିସ୍ତାନୀ ସମର୍ଥକ । ଏନେଇ କାନାଡ଼ାରେ ଚାଲିଛି କିଚି ସଂଗଠନର ଷଢ଼ଯନ୍ତ୍ର । ସେଠାରେ ଟଙ୍କା ଠୁଳ କରି ଭାରତରେ ହିଂସା ପାଇଁ ସେମାନେ ଯୋଜନା କରୁଛନ୍ତି । ଏପରିକି ଖଲିସ୍ତାନୀ ସମର୍ଥନରେ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ

ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ

ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ ।ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍

ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ବିରୋଧରେ ସାଂଘାତିକ ତଥ୍ୟ ମିଳିଛି । ଭିଜିଲାନ୍ସ ହାତରେ ଲାଗିଛି ନିହାରଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍ । ଚଢାଉ ବେଳେ ୩୮ଟି ମିଳିଥିବା ବେଳେ ଏବେ ଆଉ ୫୦ଟି ମିଳିଛି । ଏଥିରେ ୨୫ ଲକ୍ଷ

ଏମ୍ସରୁ ଧରାପଡିଲେ ୧୨ ଦଲାଲ

ଭୁବନେଶ୍ୱର ଏମ୍ସରୁ ଗିରଫ ହେଲେ ୧୨ ଦଲାଲ । ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଟଙ୍କା ନେଉଥିଲେ। ଏଥି ସହିତ ଟିକେଟ , ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ଲୁଟି ଚାଲିଥିଲେ। ଏହାର ଅଭିଯୋଗ