ଆଜି ଆସୁଛନ୍ତି ବିଜେପି ନେତା ସୁନିଲ ବଂଶଲ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତାହା ଉପରେ ଆଲୋଚନା ହେବ । ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ ବିଜେପି ନେତାଙ୍କୁ ଜିତିବାର ମନ୍ତ୍ର ଫୁଙ୍କିବେ ବଂଶଲ । ପଦ୍ମପୁରରେ ହାରିବା

ହକି ବିଶ୍ୱ କପ୍‌ ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ନୂଆଦିଲ୍ଲୀରେ ପହଞ୍ଚିଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ

ମଦ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି: ନୀତିଶ

ପାଟନା: ବିହାରରରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ମଦ ମୃତ୍ୟୁକୁ ନେଇ ବିରୋଧୀମାନେ ନୀତିଶ କୁମାରଙ୍କୁ ଦୋଷା ଦେଉଥିବା ବେଳେ ନୀତିଶ କହିଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ

ଗୁଜରାଟରେ ଆପ୍‌ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି

ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ​​ଆମ୍ ଆଦମୀ ପାର୍ଟି ଏକ ବଡ

ଦିଲ୍ଲୀ ମେୟର ନିର୍ବାଚନ ଜାନୁଆରୀ ୬ରେ

ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନା ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି ।ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ

ଆଜିଠୁ ଫେରିବ ଶୀତ

ଆଜିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି ରାଜ୍ୟରେ

ଧନୁ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ : ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ପ୍ରତିଦିନ ରାତି ୨ଟାରୁ

‘ବିଜୟ ଦିବସ’ରେ ମନେ ପଡେ ପାକିସ୍ତାନର ପରାଜୟ

୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ । ଆଜି ବି ସ୍ମୃତି ତାଜା ହୋଇ ରହିଛି । ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ସ୍ୱାଧୀନ ବାଂଲାଦେଶ ଗଠନ ପାଇଁ ହିଁ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏହାର ମୁଖ୍ୟ କାରଣ

ଓକିଲ ଆନ୍ଦୋଳନ ଘଟଣାରେ ୩୨ ଜଣ ଓକିଲ ଜେଲ୍‌ଗଲେ

ସମ୍ବଲପୁର : ସୁପ୍ରିମକୋର୍ଟଙ୍କ ଫଟକାର ପରେ ପୁଲିସ ଏବେ ଓକିଲମାନଙ୍କୁ ଗିରଫ କରି ଜେଲ ପଠାଉଛି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ପୋଲିସ କରୁଛି । ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ

ଭାରତ ପାଳନ କରୁଛି ବିଜୟ ଦିବସ, ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୯୭୧ରେ ଭାରତୀୟ ସେନା ଆଗରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲା । ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ । ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି ଭାରତ ।