ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ପଶି ଆସିଲେ ଦିବ୍ୟାଙ୍ଗ ଯୁବକ

ବାଲେଶ୍ବର: ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ। ତାଙ୍କର ଘରେ ଖଣ୍ଡେ ପାଇଁ ସେ ଏପରି କରିଥିବା କହିଛନ୍ତି । ତାଙ୍କ ନାଁ ମୃତ୍ୟୁଞ୍ଜୟ ଉପାଧ୍ୟାୟ। ତାଙ୍କ ଘର ଖଇରା ବ୍ଲକ ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଗାଁରେ ବୋଲି

‘ଇଣ୍ଡିଆ ଟୁଡେ’ ରିପୋର୍ଟରେ ସବୁଥିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର : ଗଭର୍ଣ୍ଣାନ୍ସଠୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ, ଉଦ୍ୟୋଗୀ, ଆଇନଶୃଙ୍ଖଳା, ମୌଳିକ ଭିତ୍ତିଭୂମି ତଥା ସାମଗ୍ରିକ ବିକାଶରେ ଓଡ଼ିଶାର ବିକଟାଳ ସ୍ଥିତି ଓ ନିକୃଷ୍ଟ ପ୍ରଦର୍ଶନର ଚିତ୍ରକୁ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ର ୨୦ତମ ବାର୍ଷିକ ସର୍ଭେ ରିପୋର୍ଟ ପଦାରେ

ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବରେ ଯୋଡାଯିବ

ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

ନିକଟରେ କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ପରିସ୍ଥିତି, ଜନସ୍ୱାସ୍ଥ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର, ଏହାର ପରିଚାଳନା ଓ ନିରାକରଣ 

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସ୍ଥାନ ପାଇବ ନାହିଁ

ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଖାଯିବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ସଂଭାବନା ଥିବା ବେଳେ ବିଚାରକ ମଣ୍ଡଳୀ ସଂଗୀତ ପାଇଁ ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ତେଣୁ ଏଥର ବି ଦିଲ୍ଲୀରେ ଓଡ଼ିଶାର

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଆରମ୍ଭ

ଢାକା: ଭାରତ ଓ ବାଂଲାଦେଶ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍‌। ପ୍ରଥମ ଟେଷ୍ଟ୍‌କୁ ୧୮୮ ରନ୍‌ରେ ଜିତିବା ପରେ ଭାରତର ପଲା ଭାରି ରହିଛି । ପ୍ରଥମ ଟେଷ୍ଟ୍‌ ଭଳି ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ବ୍ୟାଟସମ୍ୟାନଙ୍କର ପଲା ବି ଭାରି ରହିବ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍‌,

କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମୋକିମଙ୍କୁ କାରଣଦର୍ଶାଅ ନୋଟିସ୍‌

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଏହାକୁ ଦୁଇ ବିଧାୟକ ଗ୍ରହଣ କରିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯିବ ବୋଲି ସୁର ରାଉତରାୟ କହିଛନ୍ତି ।

ହୋଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଶେଷରେ ହୋଡିଂ ଉପରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଚାରିଘଣ୍ଟା ଧରି ସେ  ଭୁବନେଶ୍ୱରର ଶିଶୁଭବନ ଛକରେ ରାଉରକେଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାକୁ ଦାବି କରି ପ୍ରତିବାଦ କରୁଥିଲେ । ରାଉରକେଲାର

୫୯ ବର୍ଷରେ ଗୋବିନ୍ଦା, କାମନାହିଁ ତଥାପି ରୋଜଗାର କୋଟି କୋଟି

ବଲିଉଡ୍ ର ହିରୋ ନମ୍ବର ଓ୍ବାନ ଗୋବିନ୍ଦା ଆଜି ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। କୋଟି କୋଟି ତାଙ୍କର ପ୍ରଶଂସକ ଗୋବିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଆଲୋଚନା ଚାଲିଛି । ୮୦ ଏବଂ ୯୦ ଦଶକରେ ଗୋବିନ୍ଦାଙ୍କ ଷ୍ଟାର୍ଡମ୍ ଖୁବ ଉଚ୍ଚରେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦାବିରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କଲେ ମୁକ୍ତିକାନ୍ତ ବିଶ୍ୱାଳ

ରାଉରକେଲାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନହେବାରୁ ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଶିଶୁଭବନରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଉଛନ୍ତି । ସୁରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ ହୋଡିଂ ଉପରେ ଚଢ଼ି କହୁଛନ୍ତି