ବୃଦ୍ଧଙ୍କ ଜୀବନ ନେଲେ ହାତୀପଲ
ହାତୀ ମଣିଷ ଲଢ଼େଇରେ ପୁଣି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବର୍ତ୍ତି ହାଟଭରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିଉନାପାଲି ଗ୍ରାମର ତେଜୁ ଗଣ୍ଡ (୬୦)ଙ୍କୁ ହାତୀ ପଲ ଦଳି ମାରିଥିବା ଜଣାପଡିଛି । ଛତିଶଗଡ଼ର ହାତୀ ପଲ ସେହି ଅଂଚଳରେ ବୁଲୁଥିବା ବେଳେ ଗତକାଲି!-->…