ଅଟଳବିହାରୀ ବାଜପେୟୀଙ୍କ ଉପରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି।ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗ‌ୌରବ ପାନ୍ଧୀ

ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ନୂଆ ପ୍ରମାଣସ୍ବରୂପ ଗୋଟାଏ ଅଡିଓ କ୍ଲିପ୍‌ ପାଇଛି। ଏଥିରେ ହତ୍ୟା ଅଭିଯୁକ୍ତ ଆଫ୍‌ତାବ୍‌ ପୂନାୱାଲା ଶ୍ରଦ୍ଧାଙ୍କ ସହିତ ଝଗଡ଼ା କରୁଥିବା ଶୁଣାଯାଉଛି। ଏହି ଅଡିଓ କ୍ଲିପ୍‌ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ

ଲାଲୁ ଯାଦବଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପରିବାରର ସଦସ୍ୟମାନଙ୍କ ବିରୋଧରେ ‘ସିବିଆଇ’ ପୁଣି ତଦନ୍ତ ଆରମ୍ଭ କରିଛି।ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍‌ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ

ତାଲିବାନ ଶାସକଙ୍କ ବିରୋଧରେ ମହିଳା ରାଜରାସ୍ତାକୁ ଓହ୍ଲାଇଲ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନକୁ ଡରୁନାହାଁନ୍ତି ମହିଳା । ନିଜ ଜୀବନକୁ ବାଜି ଲଗାଇ ରାସ୍ତାକୁ ଆସି ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସେମାନେ ଧାରଣା ଦେଉଛନ୍ତି । ମହିଳା ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି

ଆମେରିକାରେ ତୁଷାର ଝଡ଼, 40 ମୃତ

ଆମେରିକାରେ ଏବେ ବରଫ ଝଡ଼ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ରେ ମୃତ୍ୟୁ ସଂଖ୍ୟା 40 ଟପିଲାଣି । ଏମିତି ତାପମାତ୍ରା ହ୍ରାସ ପାଇଛି ଯେ ଖ୍ରୀଷ୍ଟମାସ ପାଇଁ ଉତ୍ସବ ମନାଇବା ଅସମ୍ଭବ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡିଛି। ହଜାର ହଜାର ସଂଖ୍ୟକ ଲୋକ ବିଭିନ୍ନ

ନୂଆ ପ୍ରେମିକଙ୍କ ସହ ନଜର ଆସିଲେ ଦିଶା !

ବଲିଉଡ୍ର ବଛା ବଛା ଫିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଦିଶା ପଟାନୀ ଅନ୍ୟତମ। ସୋସିଆଲ୍ ମିଡିଆରେ ଦିଶା ନିଜ କ୍ରେଜି ଲୁକ୍ରେ ଦର୍ଶକଙ୍କୁ ଘାଏଲ କରିଥାନ୍ତି। ଦିଶାଙ୍କୁ ତାଙ୍କର ଅଭିନୟ ପାଇଁ ଦର୍ଶକ ଯେତେ ପସନ୍ଦ କରନ୍ତି, ତାଙ୍କର ଚୁଲ୍ବୁଲି ଅନ୍ଦାଜ ପାଇଁ ବି ସେତେ ଅଧିକ ପସନ୍ଦ କରିଥାନ୍ତି।

ସ୍କୁଟରରେ କମେଣ୍ଟ୍ରି

କ୍ରିକେଟ ମ୍ୟାଚ ଆଜିକା ଯୁଗରେ କାହାର ବା ପସନ୍ଦ ନୁହେଁ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି । କ୍ରିକେଟ ମ୍ୟାଚରେ ସବୁଠାରୁ ଇେଂଟ୍ରଷ୍ଟିଙ୍ଗ ପାର୍ଟ ହେଲା କମେଂଟ୍ରି । ଯାହାକି କ୍ରିକେଟ ଖେଳ ପ୍ରେମୀଙ୍କୁ ତାଙ୍କ ଆଡକୁ

ଉତ୍ତର ଭାରତରେ ପ୍ରବଳ ଶୀତ , ଲୋକେ ହନ୍ତସନ୍ତ

ଦିଲ୍ଲୀ: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ୟୁପିରେ ପ୍ରବଳ ଶୀତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତୁନିଶା ଶର୍ମାଙ୍କ ଆତ୍ମହତ୍ୟା : ସିଜାନ ମହମ୍ମଦ ଗିରଫ

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ

କରୋନକୁ ନେଇ କଟକଣା ବଢିଲା

ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ