ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବର୍ଷିଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ

ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ଜଙ୍ଗଲ ରାଜ ଚାଲିଛି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଏପରି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା । କ୍ରାଇମରେ ଓଡିଶାର ସ୍ଥାନ ପ୍ରଥମ । ଏଠାରେ କ୍ୟାବିନେଟ ମନ୍ତ୍ରୀ କି ସାଧାରଣ ଜନତା ସୁରକ୍ଷିତ ନୁହନ୍ତି ବୋଲି ବିଜେପି ନେତା…

ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି

ନୂଆଦିଲ୍ଲୀ : ୩ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ତୁର୍କୀ ଓ ସିରିଆ  । ବଦଳିଯାଇଛି ଦୁଇ ଦେଶର ପାରିପାଶ୍ବିକ ବାତାବରଣର ଚିତ୍ର । ବିଲ୍ଡିଂର ଭଗ୍ନାବଶେଷର ରାସ୍ତା ଘାଟ ସବୁ ଅବରୋଧ । ସେପଟେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର…

ପ୍ରକାଶ ପାଇଲା ଜେଇଇ ମେନ ସେସେନ-୧ ପରୀକ୍ଷା ଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସେନ-୧ ପରୀକ୍ଷା ଫଳ ।  ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। NTA JEEର ଅଫିସିଆଲ ଓ୍ବେବସାଇଟ …

ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା : ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ସବୁ ଦିଗରୁ ତଦନ୍ତ କରି ଅଭିଯୁକ୍ତକୁ ହେଉଛି ଘନଘନ ଜେରା । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନିମହାନ୍ସ ଟିମ୍…

ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର:  ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଆସନ୍ତା କାଲି ଦିଲ୍ଲୀ ଯିବେ ଚିକିତ୍ସା ହେବା ପାଇଁ ।  ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କର ଲିଭର ନଷ୍ଟ ହୋଇଛି।…

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।…

ପୂର୍ବତଟ ରେଳପଥ 310 ଦିନରେ 200 ନିୟୁତ ଟନ ରୁ ଅଧିକ ପଣ୍ୟ ବୋଝେଇ କରିପାରିଛି

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର (2022-23 ଆର୍ଥିକ ବର୍ଷରେ) ମାତ୍ର 310 ଦିନରେ ତଥା ଆର୍ଥିକ ବର୍ଷ ସମାପ୍ତ ହେବାର 55 ଦିନ ପୂର୍ବରୁ ଏହାର ପରିସୀମା ମଧ୍ୟରୁ 200.43 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି | ଏହି ଆକଳନ ହାସଲ କରିବାକୁ 2021-22 ଆର୍ଥିକ…

ତୁମକୁରୁରେ ହାଲ୍‍ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ…

‘ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି…